ନିର୍ବାଚନୀ ହିଂସା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ନିର୍ବାଚନୀ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହେବାରୁ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ମାଷ୍ଟର କ୍ୟାଣ୍ଟିନରୁ ବିଜେପି କର୍ମୀମାନେ ଏକ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାସକ ଦଳ ରକ୍ତମୁଖା ହୋଇ ହିଂସା ଘଟାଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଆଭିମୁଖ୍ୟରେ ବିଜେଡି ପରିବର୍ତ୍ତନ ନ […]

bjp

bjp

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 07:03 PM IST

ଭୁବନେଶ୍ୱର: ନିର୍ବାଚନୀ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହେବାରୁ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।

ମାଷ୍ଟର କ୍ୟାଣ୍ଟିନରୁ ବିଜେପି କର୍ମୀମାନେ ଏକ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାସକ ଦଳ ରକ୍ତମୁଖା ହୋଇ ହିଂସା ଘଟାଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଆଭିମୁଖ୍ୟରେ ବିଜେଡି ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ରାଲି କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ଗତକାଲି ହିଞ୍ଜିଳିରେ ବୁଲୁ ପ୍ରଧାନଙ୍କୁ ହତ୍ୟା କଲେ। ତା’ର ଦୋଷ କ’ଣ ଥିଲା। ସେ ଭୋଟ ଦେବାକୁ ନ ଯିବାରୁ ତାକୁ ତୁମେ ହତ୍ୟା କଲ। ତରଭାରେ ଗୋଟିଏ ପୋଷ୍ଟର ମାରିଥିଲା ବୋଲି ସଲମାନକୁ ହତ୍ୟା କଲ। ବେଗୁନିଆପଡ଼ାରେ ଜଣଙ୍କୁ ହତ୍ୟା କଲ। ଶହ ଶହ ବିଜେପି କର୍ମୀଙ୍କ ଘର ଜାଳି ଦେଇଛ। ତୁମ ହାତରୁ ଶାସନ ଚାଲିଯାଉଛି ବୋଲି କ’ଣ ତୁମେ ଲୋକଙ୍କୁ ହତ୍ୟା କରିବ। ତୁମ ପାଇଁ କ’ଣ ସାଧାରଣ ଜନତାଙ୍କ ଜୀବନର କିଛି ମୂଲ୍ୟନାହିଁ। ଏହାର ପ୍ରତିବାଦରେ ଆମେ ଆଜି ଏହି ବିକ୍ଷୋଭ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story