ନୀତିନ ଗଡକାରୀଙ୍କ ରାଉରକେଲା ଗସ୍ତ ବାତିଲ

nitin_gadkari

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ରାଉରକେଲା ଗସ୍ତ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗଡକାରୀଙ୍କ ଗସ୍ତକୁ ବାତିଲ କରିଦିଆଯାଛି । ଆସନ୍ତାକାଲି ଗଡକାରୀ ରାଉରକେଲା ଯାଇ ବ୍ରାହ୍ମଣୀ ସେତୁ ଓ ଏନଏଚ ୧୪୩ର ଶିଳାନ୍ୟାସ କରିବାର ଥିଲା । ଗଡକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଗଡକାରୀ ପିପିଲରେ ଏନଏଚ ୨୦୩ ଲୋକାର୍ପଣ କରିବେ । ସେହିପରି ରବିଶଙ୍କର ପ୍ରସାଦ ପୁରୀରେ ୱାଇଫାଇ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Previous ArticleNext Article

Send this to a friend