ନୀତିନ ଗଡକାରୀଙ୍କ ରାଉରକେଲା ଗସ୍ତ ବାତିଲ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ରାଉରକେଲା ଗସ୍ତ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗଡକାରୀଙ୍କ ଗସ୍ତକୁ ବାତିଲ କରିଦିଆଯାଛି । ଆସନ୍ତାକାଲି ଗଡକାରୀ ରାଉରକେଲା ଯାଇ ବ୍ରାହ୍ମଣୀ ସେତୁ ଓ ଏନଏଚ ୧୪୩ର ଶିଳାନ୍ୟାସ କରିବାର ଥିଲା । ଗଡକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଗଡକାରୀ ପିପିଲରେ ଏନଏଚ ୨୦୩ ଲୋକାର୍ପଣ କରିବେ […]

nitin_gadkari

nitin_gadkari

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 01:22 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ରାଉରକେଲା ଗସ୍ତ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗଡକାରୀଙ୍କ ଗସ୍ତକୁ ବାତିଲ କରିଦିଆଯାଛି । ଆସନ୍ତାକାଲି ଗଡକାରୀ ରାଉରକେଲା ଯାଇ ବ୍ରାହ୍ମଣୀ ସେତୁ ଓ ଏନଏଚ ୧୪୩ର ଶିଳାନ୍ୟାସ କରିବାର ଥିଲା । ଗଡକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଗଡକାରୀ ପିପିଲରେ ଏନଏଚ ୨୦୩ ଲୋକାର୍ପଣ କରିବେ । ସେହିପରି ରବିଶଙ୍କର ପ୍ରସାଦ ପୁରୀରେ ୱାଇଫାଇ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story