ଏହି ସହରରେ ଏଟିଏମ୍‌ରେ ଟଙ୍କା ନାହିଁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ATM ଖାଲି। ସହରରେ କୌଣସି ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ନଥିବାରୁ ଆଜି OJEE ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ ବହୁ ଅସୁଥିବାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ଲୋକମାନେ ମଧ୍ୟ ଏଟିଏମକୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି।

Previous ArticleNext Article

Send this to a friend