ଏହି ସହରରେ ଏଟିଏମ୍‌ରେ ଟଙ୍କା ନାହିଁ

<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ATM ଖାଲି। ସହରରେ କୌଣସି ଏଟିଏମ୍&zwnj;ରେ ଟଙ୍କା ନଥିବା ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ନଥିବାରୁ ଆଜି OJEE ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ ବହୁ ଅସୁଥିବାର ସମ୍ମୁଖୀନ ହେଉଛନ୍ତି।</p> <p>ସ୍ଥାନୀୟ ଲୋକମାନେ ମଧ୍ୟ ଏଟିଏମକୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି।</p>

Ordigital Desk
  • Published: Sunday, 13 May 2018
  • Updated: 13 May 2018, 01:14 PM IST

Sports

Latest News

<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ATM ଖାଲି। ସହରରେ କୌଣସି ଏଟିଏମ୍&zwnj;ରେ ଟଙ୍କା ନଥିବା ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ନଥିବାରୁ ଆଜି OJEE ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ ବହୁ ଅସୁଥିବାର ସମ୍ମୁଖୀନ ହେଉଛନ୍ତି।</p><p>ସ୍ଥାନୀୟ ଲୋକମାନେ ମଧ୍ୟ ଏଟିଏମକୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos