ଜଗା ଓ କାଳିଆଙ୍କ ଡିସ୍‌ଚାର୍ଜ ନେଇ କୌଣସି ନିଷ୍ପତ୍ତି ହୋଇନି

<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଜଗା ଓ କାଳିଆ ଡିସ୍&zwnj;ଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଆସି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଏହାପରେ ଡିସ୍&zwnj;ଚାର୍ଜ ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ସେମାନଙ୍କ ମାଆ।</p> <p>କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଗତବର୍ଷ ଜୁଲାଇ ୧୫ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ପରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସ୍&zwnj;ଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଥିବା ନେଇ ଦୁଇଦିନ ପୂର୍ବରୁ ସେମାନଙ୍କ ବାପା ଭୁଇଁଆ କହଁର କହିଥିଲେ।</p>

Ordigital Desk
  • Published: Wednesday, 18 July 2018
  • Updated: 18 July 2018, 11:45 AM IST

Sports

Latest News

<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଜଗା ଓ କାଳିଆ ଡିସ୍&zwnj;ଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଆସି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଏହାପରେ ଡିସ୍&zwnj;ଚାର୍ଜ ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ସେମାନଙ୍କ ମାଆ।</p><p>କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଗତବର୍ଷ ଜୁଲାଇ ୧୫ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ପରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସ୍&zwnj;ଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଥିବା ନେଇ ଦୁଇଦିନ ପୂର୍ବରୁ ସେମାନଙ୍କ ବାପା ଭୁଇଁଆ କହଁର କହିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos