ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ କୌଣସି ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗତକାଲି ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତ ବହିଷ୍କାର ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି କଳ୍ପନାଜଳ୍ପନା ହୋଇଥିଲା। ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ନାହିଁ। ଏପରି କୌଣସି ଯୋଜନା ନାହିଁ।” ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ବିଜେଡି ବିଧାୟକ ଦାମୋଦର ରାଉତଙ୍କୁ ଭାରି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିଥିଲେ।  

rrr

rrr

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 01:59 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗତକାଲି ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତ ବହିଷ୍କାର ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି କଳ୍ପନାଜଳ୍ପନା ହୋଇଥିଲା। ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ନାହିଁ। ଏପରି କୌଣସି ଯୋଜନା ନାହିଁ।”

ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ବିଜେଡି ବିଧାୟକ ଦାମୋଦର ରାଉତଙ୍କୁ ଭାରି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିଥିଲେ।

https://youtu.be/DieMg5_U204

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos