ବିମୁଦ୍ରାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିମୁଦ୍ରାକରଣକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ଉଠାଣ ସୀମା କୋହଳ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ନବୀନ ଚିଠିରେ ଦର୍ଶାଇଛନ୍ତି, ବିମୁଦ୍ରାକରଣ ଯୋଗୁଁ ରାଜ୍ୟରେ ଚାଲିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀ ହଇରାଣ ହେଉଛନ୍ତି। ଏହି କଟକଣା ଆଗାମୀ ଦିନରେ ଜାରି […]

naveen

naveen

Rakesh Mallick
  • Published: Friday, 16 December 2016
  • Updated: 16 December 2016, 05:22 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ଉଠାଣ ସୀମା କୋହଳ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ନବୀନ ଚିଠିରେ ଦର୍ଶାଇଛନ୍ତି, ବିମୁଦ୍ରାକରଣ ଯୋଗୁଁ ରାଜ୍ୟରେ ଚାଲିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀ ହଇରାଣ ହେଉଛନ୍ତି। ଏହି କଟକଣା ଆଗାମୀ ଦିନରେ ଜାରି ରହିଲେ ୨୦୧୭ ସୁଦ୍ଧା ରାଜ୍ୟ ସରକାରଙ୍କ ୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ପୂରଣ ହୋଇପାରିବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos