ଅଘଟଣର ସିଧା ଚିତ୍ର…

ଗତ ସେପ୍‌ଟେମ୍ୱର ୧୦ ତାରିଖ ପରେ ବମିଖାଲରେ ଘଟିଛି ଆଉ ଗୋଟିଏ ଅଘଟଣ। ପୁଣି ଆଖି ବୁଜିଛନ୍ତି ଆଉ ଜଣେ। ପ୍ରଥମ ଥର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରାଣ ଯାଇଥିବା ବେଳେ ଏଥର ମୃତ୍ୟୁ ଯନ୍ତାରେ ଛନ୍ଦି ହୋଇଛନ୍ତି ଜଣେ ଶ୍ରମିକ। ତା ହେଲେ ଆସନ୍ତୁ ଦେଖିବା କେମିତି ଥିଲା ଅଘଟଣ ସମୟର ଦୃଶ୍ୟ।

ଅଘଟଣ ପରେ ସ୍ଥାନୀୟ ଲୋକେ ଲୁହା ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରୁଛନ୍ତି
ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ
ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଉଛି
ଉଦ୍ଧାର ହେଉଥିବା ଶ୍ରମିକ
ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ଡିସିପି ଅନୂପ ସାହୁ
କ୍ୟାପିଟାଲ ହସ୍‌ପିଟାଲରେ ରହିଥିବା ଶ୍ରମିକଙ୍କ ମୃତଦେହ
Previous ArticleNext Article

Send this to a friend