ଚେନ୍ନାଇରେ ନୂଆଖାଇର ଚମକ

<p>ଚେନ୍ନାଇ(ଓଡିଶା ରିପୋର୍ଟର) : ସାରା ପଶ୍ଚିମ ଓଡିଶାରେ ନୂଆଖାଇ ପାଳନ ସରିଥିବାବେଳେ ଚେନ୍ନାଇରେ ଗତ ୧୦ ତାରିଖରେ ଖୁବ ଧୁମ ଧାମରେ ଏହି ପର୍ବ ପାଳନ ହୋଇଛି । ଚେନ୍ନାଇ ଉତ୍କଳ ଆସୋସିଏସନ୍ ଦ଼୍ବାରା ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ଏଥିରେ ହଜାର ହଜାର ଓଡିଆ ଲୋକ ଯୋଗ ଦେଇଥିଲ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ଭାଷଣ ଦେବା ସହିତ ନିଜର କବିତା ମଧ୍ୟ ପଢିଥିଲେ। ପାରଳାଖେମୁଣ୍ଡି ରାଜାଙ୍କର ବଡଭାଇ ଜଗନ୍ନାଥ ଦେବ ଓ ତାଙ୍କ ସ୍ତ୍ରୀ ଶାରଳା ଦେବୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ ଏହି ସଭାରେ ବଲାଙ୍ଗିରର ପଞ୍ଚମ ଗ୍ରୁପ୍ ତରଫରୁ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ନାଚ ଓ ରଙ୍ଗବତୀ ଗୀତର ତାଳେ ତାଳେ ଓଡିଆ ଚେନ୍ନାଇ ପ୍ରବାସୀମାନେ ଖୁବ ମଜା ନେଇଥିଲେ।</p>

Ordigital Desk
  • Published: Tuesday, 12 September 2017
  • Updated: 12 September 2017, 05:53 PM IST

Sports

Latest News

<p>ଚେନ୍ନାଇ(ଓଡିଶା ରିପୋର୍ଟର) : ସାରା ପଶ୍ଚିମ ଓଡିଶାରେ ନୂଆଖାଇ ପାଳନ ସରିଥିବାବେଳେ ଚେନ୍ନାଇରେ ଗତ ୧୦ ତାରିଖରେ ଖୁବ ଧୁମ ଧାମରେ ଏହି ପର୍ବ ପାଳନ ହୋଇଛି । ଚେନ୍ନାଇ ଉତ୍କଳ ଆସୋସିଏସନ୍ ଦ଼୍ବାରା ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ଏଥିରେ ହଜାର ହଜାର ଓଡିଆ ଲୋକ ଯୋଗ ଦେଇଥିଲ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ଭାଷଣ ଦେବା ସହିତ ନିଜର କବିତା ମଧ୍ୟ ପଢିଥିଲେ। ପାରଳାଖେମୁଣ୍ଡି ରାଜାଙ୍କର ବଡଭାଇ ଜଗନ୍ନାଥ ଦେବ ଓ ତାଙ୍କ ସ୍ତ୍ରୀ ଶାରଳା ଦେବୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ ଏହି ସଭାରେ ବଲାଙ୍ଗିରର ପଞ୍ଚମ ଗ୍ରୁପ୍ ତରଫରୁ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ନାଚ ଓ ରଙ୍ଗବତୀ ଗୀତର ତାଳେ ତାଳେ ଓଡିଆ ଚେନ୍ନାଇ ପ୍ରବାସୀମାନେ ଖୁବ ମଜା ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos