ମୋବାଇଲ୍‌ରୁ ମୋବାଇଲ୍‌କୁ ବୁଲୁଛି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ

ବଲାଙ୍ଗିର(ସସ୍ମିତା ସାହୁ): ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଦେଓଗାଁ ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖି ଭିଡିଓ ଭାଇରାଲ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ  ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ଥିବାରୁ କଲେଜକୁ ଆସିବା ସମୟରେ ପ୍ରେମିକ ଏଭଳି କାଣ୍ଡ କରିଥିବା  ଅନୁମାନ କରାଯାଉଛି। ଲୋକଲଜ୍ୟାକୁ ଡରି ପୀଡ଼ିତା ପୋଲିସ ନିକଟରେ ଅଭିଯୋଗ […]

mobile

mobile

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 01:40 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଦେଓଗାଁ ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖି ଭିଡିଓ ଭାଇରାଲ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ  ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ଥିବାରୁ କଲେଜକୁ ଆସିବା ସମୟରେ ପ୍ରେମିକ ଏଭଳି କାଣ୍ଡ କରିଥିବା  ଅନୁମାନ କରାଯାଉଛି।

ଲୋକଲଜ୍ୟାକୁ ଡରି ପୀଡ଼ିତା ପୋଲିସ ନିକଟରେ ଅଭିଯୋଗ କରି ନାହାଁନ୍ତି। ଏସମ୍ପର୍କରେ ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ  ବଲାଙ୍ଗିର ଏସ୍‌ପି  ପି କେ.ଶିବା ସୁବ୍ରମଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ତୁଷୁରା ଥାନାଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି  ଥାନାରେ ଅଭିଯୋଗ କରିବା ପାଇଁ ବୁଝାସୁଝା କରିଛି।

ଏସ୍‌ପି କହିଛନ୍ତି,“ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ନେଇ କିଛି ଥାନାରେ ଅଭିଯୋଗ ହୋଇନାହିଁ। ହେଲେ ମୋର ନିର୍ଦ୍ଦେଶ ପରେ ତୁଷୁରା ଥାନା ଆଇଆଇସି ପୀଡିତାଙ୍କ ଗାଁକୁ ଯାଇଥିଲେ। ସେଠାରେ ପୀଡିତା ଓ ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। ଅଭିଯୁକ୍ତ କିଏ ପୀଡିତାଙ୍କ ପରିବାର ଲୋକ ଜାଣିଛନ୍ତି। ରିପୋର୍ଟ ଦେବା ପରେ ଆମେ କାର୍ଯ୍ୟାନୁଷ୍ଟଠାନ ଗ୍ରହଣ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story