ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ବାହାରିଲା; ଚିନ୍ମୟୀ ଚେତନା ଦାଶ ଟପ୍ପର

କଟକ (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ। ୨୦୧୬ରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏଥିରେ ୧୪୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଚିନ୍ମୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି। ଦ୍ୱିତୀୟରେ ସଙ୍କଳ୍ପ ସ୍ୱସ୍ତିକ ସାହୁ, ତୃତୀୟରେ ଜ୍ଞାନରଞ୍ଜନ ବିଶ୍ୱାଳ, ଚତୁର୍ଥରେ ଦେବାଶିଷ ମହାପାତ୍ର, ପଞ୍ଚମରେ ସନ୍ତକ ଜେନା, ଷଷ୍ଠରେ ପ୍ରଜେଶ କାନ୍ତ ଜେନା, ସପ୍ତମରେ ଦୁର୍ଗା ପ୍ରସାଦ ଦୋରା, ଅଷ୍ଟମରେ ସୁଭଶ୍ରୀ ପ୍ରିୟଦର୍ଶିନୀ, ନବମରେ କଲ୍ୟାଣ ସୌରଭ ଦାଶ, ଦଶମରେ ମୋନାଲିସା ପଣ୍ଡା […]

acidattack copy

acidattack copy

Rakesh Mallick
  • Published: Friday, 09 March 2018
  • Updated: 09 March 2018, 10:35 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ। ୨୦୧୬ରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏଥିରେ ୧୪୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଚିନ୍ମୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି। ଦ୍ୱିତୀୟରେ ସଙ୍କଳ୍ପ ସ୍ୱସ୍ତିକ ସାହୁ, ତୃତୀୟରେ ଜ୍ଞାନରଞ୍ଜନ ବିଶ୍ୱାଳ, ଚତୁର୍ଥରେ ଦେବାଶିଷ ମହାପାତ୍ର, ପଞ୍ଚମରେ ସନ୍ତକ ଜେନା, ଷଷ୍ଠରେ ପ୍ରଜେଶ କାନ୍ତ ଜେନା, ସପ୍ତମରେ ଦୁର୍ଗା ପ୍ରସାଦ ଦୋରା, ଅଷ୍ଟମରେ ସୁଭଶ୍ରୀ ପ୍ରିୟଦର୍ଶିନୀ, ନବମରେ କଲ୍ୟାଣ ସୌରଭ ଦାଶ, ଦଶମରେ ମୋନାଲିସା ପଣ୍ଡା ସ୍ଥାନରେ ଅଛନ୍ତି।

ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ରେଜଲ୍ଟ ଉପଲବ୍ଧ ଅଛି।

result1111

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos