ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ଆରମ୍ଭ ହେବ ଖଣି ନିଲାମୀ ପ୍ରକ୍ରିୟା: କେନ୍ଦ୍ର ଖଣି ସଚିବ

ଭୁବନେଶ୍ୱର: ନିଲାମୀ ପାଇଁ ଓଡ଼ିଶାରେ ୧୬ଟି ଖଣି ଚିହ୍ନଟ କରାଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ଏଠାରେ ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏ ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର। ଆଜି ଭୁବନେଶ୍ୱରଠାରେ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ପରେ ସେ ଏହି ସୂଚନା ଦେଇଥିଲେ। ସେହିପରି ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି କହିଥିଲେ ନିଲାମୀ ନେଇ ଖୁବ୍ ଶୀଘ୍ର ସରକାର ବିଜ୍ଞପ୍ତି ଜାରି କରାଯିବ। […]

sachiba

sachiba

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 07:11 AM IST

Sports

Latest News

ଭୁବନେଶ୍ୱର: ନିଲାମୀ ପାଇଁ ଓଡ଼ିଶାରେ ୧୬ଟି ଖଣି ଚିହ୍ନଟ କରାଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ଏଠାରେ ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏ ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର। ଆଜି ଭୁବନେଶ୍ୱରଠାରେ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ପରେ ସେ ଏହି ସୂଚନା ଦେଇଥିଲେ।

ସେହିପରି ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି କହିଥିଲେ ନିଲାମୀ ନେଇ ଖୁବ୍ ଶୀଘ୍ର ସରକାର ବିଜ୍ଞପ୍ତି ଜାରି କରାଯିବ। ବୈଠକରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ଖଣି ଅଞ୍ଚଳର ଜିଲ୍ଲାଗୁଡ଼ିକ ୨ଶହରୁ ୪ଶହ କୋଟି ଟଙ୍କା ପର୍ଯ୍ୟନ୍ତ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos