ଓଡ଼ିଶା ବାହାରେ ଓଡ଼ିଆ: ଆବୁଧାବିରେ ଉତ୍କଳ ଦିବସର ଅନୁପମ ଦୃଶ୍ୟ- ଉତ୍କର୍ଷ ୨୦୧୮

ଆବୁଧାବି (ଓଡ଼ିଶା ରିପୋର୍ଟର): ସୁଦୂର ଆବୁଧାବିରେ ଥାଇ ମଧ୍ୟ  ଆମ ଓଡ଼ିଆ ଭାଇଭଉଣୀ ମାନେ ନିଜ ମାତୃଭୂମିର ସଂସ୍କୃତି ଓ ପରମ୍ପରାକୁ ଭୁଲି ପାରିନାହାନ୍ତି । ଗତ ମଇ ୪ ତାରିଖ ଦିନ ଆବୁଧାବିରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢି ଉଠିଥିବା “ଓଡ଼ିଆ ସମାଜ ଆବୁଧାବି” (ଓସା) ତରଫରୁ  ଉତ୍କଳ ଦିବସ ଏବଂ ସମାଜର ବାର୍ଷିକ ଉତ୍ସଵ “ଉତ୍କର୍ଷ-୨୦୧୮” ସ୍ଥାନୀୟ ଅବୁଧାବି ଥିଏଟରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଇ ଉତ୍ସଵରେ Totalର ଉପସଭାପତି ସୁଲତାନ ଅଲ୍‌ […]

Untitled-1 copy

Untitled-1 copy

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 08:48 PM IST

Sports

Latest News

ଆବୁଧାବି (ଓଡ଼ିଶା ରିପୋର୍ଟର): ସୁଦୂର ଆବୁଧାବିରେ ଥାଇ ମଧ୍ୟ  ଆମ ଓଡ଼ିଆ ଭାଇଭଉଣୀ ମାନେ ନିଜ ମାତୃଭୂମିର ସଂସ୍କୃତି ଓ ପରମ୍ପରାକୁ ଭୁଲି ପାରିନାହାନ୍ତି । ଗତ ମଇ ୪ ତାରିଖ ଦିନ ଆବୁଧାବିରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢି ଉଠିଥିବା “ଓଡ଼ିଆ ସମାଜ ଆବୁଧାବି” (ଓସା) ତରଫରୁ  ଉତ୍କଳ ଦିବସ ଏବଂ ସମାଜର ବାର୍ଷିକ ଉତ୍ସଵ “ଉତ୍କର୍ଷ-୨୦୧୮” ସ୍ଥାନୀୟ ଅବୁଧାବି ଥିଏଟରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଇ ଉତ୍ସଵରେ Totalର ଉପସଭାପତି ସୁଲତାନ ଅଲ୍‌ ହଜି ମୁଖ୍ୟ ଅତିଥି, ପ୍ରବାସୀ ଭାରତୀୟ ଉଦ୍ୟୋଗପତି ଏବଂ ଇଉନିଭର୍ସାଲ ହସ୍ପିଟାଲର ମୁଖ୍ୟ ଡ଼ ସବିର ସମ୍ମାନିତ ଅତିଥି ଏବଂ ଦିଲ୍ଲୀପ ବର୍ମା (ଇଉନିଭର୍ସାଲ ଭୋଲଟାସର ପରିଚାଳନା ନିର୍ଦେଶକ) ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଏତତ୍ ବ୍ୟତୀତ ଏହି ଉତ୍ସଵରେ ଓଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଦେବଜାନୀ, ଗାୟକ ତଥା ସୁନାମଧନ୍ୟ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ଓ ହାସ୍ୟ ଅଭିନେତା ଜେମ୍ସ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆବୁଧାବି ନିକଟସ୍ଥ ଦୁବାଇ, ଆଲଇନ, ସାରଜା, ଫୁଜେରାରୁ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଏବଂ ତାଙ୍କ ପରିବାର ବର୍ଗ ଯୋଗ ଦେଇ ଏହି ଉତ୍ସଵ କୁ ସଫଳତାର ସହ ଅନୁଷ୍ଠିତ କରିଥିବାରୁ ଓଡ଼ିଆ ସମାଜ ଆବୁଧାବିର ସମସ୍ତ କର୍ମକର୍ତାଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଇଥିଲେ। ଓସାର ସଦସ୍ୟ ଏବଂ ତାଙ୍କର ପରିବାର ବର୍ଗ ଓଡ଼ିଶା ସଂସ୍କୃତି ଓ ପରମ୍ପରାରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପାଖା ପାଖି ପାଞ୍ଚ ଶହରୁ ଉର୍ଧ୍ବ ପ୍ରବାସୀ  ଓଡ଼ିଆ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଦେଇଥିଲେ।

ଉତ୍ସଵର ପ୍ରାରମ୍ଭରେ  ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଏବଂ ଓଡିଶୀ ନୃତ୍ୟ “କୃଷ୍ଣ ରାସ ଲୀଳା” ପରିବେଷଣ କରାଯାଇଥିଲା । ଏହି ଉତ୍ସଵ ର ମୁଖ୍ୟ ଆକର୍ଷଣ ଥିଲା ନାଟ୍ୟକାର ଶ୍ରୀମତୀ ନିବେଦିତା ଜେନା ଙ୍କ ରଚିତ ଏବଂ ଶ୍ରୀଯୁକ୍ତ ଅଶୋକ ପଣ୍ଡାଙ୍କ ନିର୍ଦେଶିତ ଓଡ଼ିଆ ଡ୍ରାମା “ ଆହା ବୈକୁଣ୍ଠମ” । ଏତତ୍ ବ୍ୟତୀତ ଓସା ର କଳାକାର ମାନେ  ଲୋକ ନୃତ୍ୟ, ଫେସନ ଶୋ, ଓଡ଼ିଆ ସଂଗୀତ ଆଦି ପରିବେଷଣ କରିଥିଲେ। । ସମାଜର ସଭାପତି ଶ୍ରୀ ପ୍ରଦୀପ କୁମାର ରଥ , ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଦାସ ଓ ସାଂସ୍କୃତିକ ସମ୍ପାଦକ ଶ୍ରୀ କମଳ କୁମାର ପଣ୍ଡା ଓଡିଶା ରାଜ୍ୟ ଗଠନ ଇତିହାସ ଉପରେ ଆଲୋକପାତ କରିଥିଲେ ।

ଏହି ଉତ୍ସଵର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ସିନେ କଳାକାର ଦେବଜାନୀ ।  ସେ ବିଭିନ୍ନ ଓଡ଼ିଆ ସିନେ ସଂଗୀତ ଉପରେ ଚମତ୍କାର  ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି୍ ରଖିଥିଲେ । ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ସଂଗୀତକାର ଏବଂ ଗାୟକ ଅଭିଜିତ ମଜୁମଦାରଙ୍କ ହୃଦୟସ୍ପର୍ଶୀ ସଂଗୀତ ଯାହା କି ଦର୍ଶକ ଙ୍କ ମନକୁ କିଣିନେଇଥିଲା । ଏହା ବ୍ୟତୀତ ହାସ୍ୟକଳାକାର ଜେମ୍ସ ତାଙ୍କର ଯାଦୁକାରୀ ସଂଳାପ ଏବଂ ସଂଗୀତରେ ଦର୍ଶକମାନଙ୍କୁ ହାସ୍ୟ ରସର ଖୁବ ଖୋରାଗ ଯୋଗାଇ ଥିଲେ ।

ଓସାର ମହିଳା ସଦସ୍ୟଗଣ ଓଡ଼ିଶାର ସ୍ୱନାମଧନ୍ୟ ସମ୍ବଲପୁରୀ ପୋଷାକ ଉପରେ ଫେସନ ଶୋ ଆୟୋଜନ କରିଥିଲେ ।ସେମାନେ ମଧ୍ୟ ଓଡ଼ିଶାର ବହୁ ପୁରାତନ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ ।

ଏହି ସମାରୋହରେ ଓସାର ବାର୍ଷିକ ମୁଖପତ୍ର “ପ୍ରବାସୀ ଉତ୍କର୍ଷ” ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଓସାର ଏହି ଉଦ୍ୟମ ଅତ୍ୟନ୍ତ ଉତ୍ସାହ ଜନକ। ଓସା ତରଫରୁ  ଓଡିଶା ଇତିହାସ ଉପରେ ପର୍ଯ୍ୟବେସିତ ସାଧାରଣ ଜ୍ଞାନ ପ୍ରତିିଯୋଗିତା ଦୀର୍ଘ ସାତ ଦିନ ଧରି ଅୟୋଜନ କରାଯାଇଥିଲା। ଏହି ଉତ୍ସଵରେ ପ୍ରତିଯୋଗିତାର ବିଜେତା ମାନଙ୍କୁ ପରସ୍କୃତ କରା ଯାଇଥିଲା।

ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଦୀପ କୁମାର ରଥ ଙ୍କ ତତ୍ୱାବଧାନରେ ଉପଦେଷ୍ଟା ଶ୍ରୀ ଅଶୋକ ମହାନ୍ତି, ଶ୍ରୀ ଅଶୋକ ପଣ୍ଡା , ଶ୍ରୀ ହିମାଂଶୁ ଦାସ ଙ୍କ ପରାମର୍ଶରେ ଶ୍ରୀ ଅରୁଣ ମଲ୍ଲିକ, ଶ୍ରୀ ସିଦ୍ଧା୍ର୍ଥ ଦାସ , ଶ୍ରୀ ବାଳକୃଷ୍ଣ ବିଶୋଇ, ଶ୍ରୀ କମଳ ପଣ୍ଡା, ଶ୍ରୀ ପ୍ରତୀକ ଦାସ, ଶ୍ରୀ ସୁଧାଂଶୁ ପାତ୍ର, ଶ୍ରୀ ସୁଶୋଭନ ଦାସ, ଶ୍ରୀ ଅବଦୁଲ ରାଉଫ, ଶ୍ରୀ ମାନସ ଉଦ୍ଗାତା  ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଏମାନଙ୍କ ସହିତ ଶ୍ରୀ କାର୍ତିକ ସିଂ, ଶ୍ରୀ ଅମୁଲ୍ୟ ସାହୁ, ଶ୍ରୀ ରବି ନାରାୟଣ ଦାସ , ଶ୍ରୀ ସୁଶାନ୍ତ ମହାପାତ୍ର , ଶ୍ରୀ ସତ୍ୟବ୍ରତ ପାତ୍ର, ଶ୍ରୀ ସିଦ୍ଧାର୍ଥ ସାବତ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ସୌଗତ ନାୟକ, ଶ୍ରୀ ସତ୍ୟଜିତ ସିଂ, ଶ୍ରୀ ସଂଜୀବ ପଟେଲ, ଶ୍ରୀ ରଣଜିତ ଦାସ, ଶ୍ରୀ ବିଜୟ ସାହୁ, ଶ୍ରୀ ସୁଧୀର ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମଟିକୁ ସଂଯୋଜିତ କରିଥିଲେ । ଆମ ମାତୃଭୂମି ଉତ୍କଳର କଳା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ ଭାଷାକୁ ବିଦେଶ ମାଟିରେ ପରିଚିତ କରିବା କ୍ଷେତ୍ରରେ ଅବୁଧାବିରେରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନେଇ ଗଠିତ “ ଓଡ଼ିଆ ସମାଜ ଆବୁଧାବି” (ଓସା)ର ଏହି ନିରନ୍ତର ପ୍ରଚେଷ୍ଟା ପ୍ରଶଂସନୀୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story