ଚଳିତ ବର୍ଷରୁ  ଆରମ୍ଭ ହେବ ‘ଓଡ଼ିଶା @୧୦୦’ ଭିଜନ୍‌ ଡକ୍ୟୁମେଣ୍ଟ୍‌

ଭୁବନେଶ୍ୱର: ଚଳିତ ବର୍ଷରୁ  ‘ଓଡ଼ିଶା @୧୦୦’ ନାମକ ଏକ ଭିଜନ୍‌ ଡକ୍ୟୁମେଣ୍ଟ୍‌ ରାଜ୍ୟ ସରକାର ତିଆରି କରିଛନ୍ତି। ସମ୍ପୂର୍ଣ୍ଣ ବିକଶିତ ଏବଂ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହି ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ୮୦ତମ ଓଡ଼ିଶା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ୨୦୩୬ରେ […]

odisha

odisha

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 02:47 AM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷରୁ  ‘ଓଡ଼ିଶା @୧୦୦’ ନାମକ ଏକ ଭିଜନ୍‌ ଡକ୍ୟୁମେଣ୍ଟ୍‌ ରାଜ୍ୟ ସରକାର ତିଆରି କରିଛନ୍ତି। ସମ୍ପୂର୍ଣ୍ଣ ବିକଶିତ ଏବଂ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହି ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ୮୦ତମ ଓଡ଼ିଶା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପାଳନ କରାଯିବ। ତେଣୁ ୨୦୩୬ରେ ଓଡ଼ିଶାକୁ ସବୁ ଦୃଷ୍ଟିରୁ  ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଭିଜନ୍‌ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ ହୋଇଛି।

ଏହି ଉତ୍ସବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯୋଗଜନ୍ମା ମହାପୁରୁଷ ମାନଙ୍କ ଅବଦାନ ସମ୍ପର୍କରେ ସ୍ମୃତି ବଖାଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story