ଆଗୁଆ ସରିଗଲା

assembly

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନକୁ କାଣ୍ଟଛାଣ୍ଟ କରାଯାଇଛି। ଆହୁରି ୧୩ଟି କାର୍ଯ୍ୟ ଦିବସ ଥିବା ବେଳେ ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର୨ ୮ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ।

ଏହା ଡିସେମ୍ବର ୩୦ରେ ସରି ଥାଆନ୍ତା। ଏହି ଅଧିବେଶନରେ ୫ଟି ବିଲ୍ ପାରିତ ହୋଇଛି। ୩ଟି ମୋସନ ଉପରେ ଆଲୋଚନା ହୋଇଥିବା ବେଳେ ଦୁଇଟି ସଂକଳ୍ପ ପାରିତ ହୋଇଛି। ବିରୋଧୀମାନେ ୫ଟି ମୁଲତବି ନୋଟିସ୍ ଦେଇଥିବା ବେଳେ କେବଳ ଚାଷୀ ସମସ୍ୟାକୁ ନେଇ ଗୋଟିଏ ମୁଲତବି ନୋଟିସ୍‌ ଉପରେ ଆଲୋଚନା ହୋଇଛି।

Previous ArticleNext Article

Send this to a friend