ଖାତା ନ ଦେଖିବା କାଳ ହେଲା, ସରକାର ନେଇପାରନ୍ତି ୩୦୦୦ ଅଧ୍ୟାପକ ଓ ଅଧ୍ୟାପିକା ଚାକିରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ଖାତା ଦେଖାରେ ବିଭ୍ରାଟ ହୋଇଛି। ଅଧ୍ୟାପକମାନେ ଆନ୍ଦୋଳନ ବାହାନାରେ ଖାତା ଦେଖିବାକୁ ଆସି ନାହାନ୍ତି। ଫଳରେ ପିଲାମାନଙ୍କ ଜୀବନ ସହ ଏକପ୍ରକାର ଖେଳ ଖେଳାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଏହି କଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଖିଲାପି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଛନ୍ତି। ଏଣିକି ଏହି ଅଧ୍ୟାପକଙ୍କୁ କାଳେ ନିଲମ୍ବନ କରିବାକୁ ଯୋଜନା କରିଛି ଉଚ୍ଚଶିକ୍ଷା ବିଭାଗ। ବାସ୍ତବରେ ଦାବି ପୂରଣ ପାଇଁ […]

chakiri khia

chakiri khia

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 04:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ଖାତା ଦେଖାରେ ବିଭ୍ରାଟ ହୋଇଛି। ଅଧ୍ୟାପକମାନେ ଆନ୍ଦୋଳନ ବାହାନାରେ ଖାତା ଦେଖିବାକୁ ଆସି ନାହାନ୍ତି। ଫଳରେ ପିଲାମାନଙ୍କ ଜୀବନ ସହ ଏକପ୍ରକାର ଖେଳ ଖେଳାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଏହି କଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଖିଲାପି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଛନ୍ତି। ଏଣିକି ଏହି ଅଧ୍ୟାପକଙ୍କୁ କାଳେ ନିଲମ୍ବନ କରିବାକୁ ଯୋଜନା କରିଛି ଉଚ୍ଚଶିକ୍ଷା ବିଭାଗ।

ବାସ୍ତବରେ ଦାବି ପୂରଣ ପାଇଁ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଥିବାରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ବ୍ୟାଘାତ ସୃଷ୍ଟି ହୋଇଛି। କିନ୍ତୁ ସରକାର ସେମାନଙ୍କ ଦାବି ମାନିବାକୁ ନାରାଜ। ଦମ୍ଭ ଦେଖାଇ କହୁଛନ୍ତି, ଖାତା ଦେଖିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି। ଏଣୁ ଏଠି ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟନ୍ତ ଶିକ୍ଷକ ଅଛନ୍ତି ତାହା ହେଲେ ଖାତା ଦେଖାରେ ବିଳମ୍ୱ ହେଉଛି କାହିଁକି ଓ କାହିଁକି ସରକାର ଅଧ୍ୟାପକଙ୍କ ଚାକିରି ନେବାକୁ ବସିଛନ୍ତି ?

ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ଜଣେ ଜଣେ ଅଧ୍ୟାପକ/ବରିଷ୍ଠ ଅଧ୍ୟାପକ/ରିଡର୍‌ କୌଣସି ବି ପରିସ୍ଥିତିରେ ମୂଲ୍ୟାୟନ ଦାୟିତ୍ୱକୁ ମନା କରିପାରିବେ ନାହିଁ କି ବର୍ଜନ କରିପରିବେ ନାହିଁ। ସମ୍ପୃକ୍ତ ଆଇନର ଧାରା ସେକ୍ସନ-୯ ଅନୁଯାୟୀ ଅଧ୍ୟାପକମାନେ ମୂଲ୍ୟାୟନ ବର୍ଜନ କଲେ ୩ ମାସ ଜେଲ୍‌ ଓ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହା ସତ୍ତ୍ୱେ ଯୁକ୍ତ ୨ ମୂଲ୍ୟାୟନ ଲାଗି ଡକାଯାଇଥିବା କେତେ ଜଣ ଅଧ୍ୟାପକ ଖାତା ଦେଖାରେ ସାମିଲ ହୋଇନାହାନ୍ତି। ନିଜ ଇଚ୍ଛା ଅନୁଯାୟୀ ଖାତା ଦେଖିବାକୁ ଆସୁନାହାନ୍ତି। ତେଣୁ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ଏପର୍ଯ୍ୟନ୍ତ ରିପୋର୍ଟିଂ କରିନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ଅତିକମ୍‌ରେ ୩୦୦୦ ଅଧ୍ୟାପକ ଓ ଅଧ୍ୟାପିକା ନିଲମ୍ୱିତ ହୋଇପାରନ୍ତି। ଖାତା ଦେଖିବାକୁ ଆସି ନ ଥିବା ଅଧ୍ୟାପକଙ୍କୁ ନିଲମ୍ୱନ ପାଇଁ ଚିଠି ଲେଖା ଗଲାଣି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ତଥ୍ୟ ଅନୁଯାୟୀ ୫,୮୦୦ ଅଧ୍ୟାପକଙ୍କୁ ଖାତା ମୂଲ୍ୟାୟନ ପାଇଁ ଡକା ଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ଅଧ୍ୟାପକ ଏପର୍ଯ୍ୟନ୍ତ ଖାତା ଦେଖିବାକୁ ଆସିନାହାନ୍ତି। ଅଧିକାଂଶ ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ ମଧ୍ୟ କରିନାହାନ୍ତି। ଏପର୍ଯ୍ୟନ୍ତ ୪୦ ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହେବା କଥା। ମାତ୍ର ୧୮ରୁ ୨୦ ପ୍ରତିଶତ ଖାତା ଦେଖା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story