ଭରା କୁରୁସଭାରେ କାଠି ଗଡିବ… ରଙ୍ଗ ମାଖି ଚହଟିବେ ଦାମନନା

<p>ଭୁବନେଶ୍ୱର:କଚେପୁଅ ବାର୍&zwnj;...। ଭରା କୁରୁ ସଭାରେ ପଶା କାଠି ଗଡ଼ିବ। ତମେ ତ ଜିତିବ, ଏହାତ ପଶା କାଠିର ଦାୟିତ୍ୱ..., ହେଲେ ପାପ ସମୁଦ୍ରରେ ବୁଡ଼ିବ, ଏଇଟା ମାମୁ ସକୁନିର କର୍ତୃତ୍ୱ ...। ଶେଷରେ ବାଜି ଲାଗିବ ପାଞ୍ଚାଳୀ, ଆଉ ତା&rsquo; ପରେ ବସ୍ତ୍ରହରଣ...। ଏହି ଡାଇଲଗ ହେଉଛି ଯାତ୍ରା ସଚ୍ଚିଦାନନ୍ଦର ନୂଆ ନାଟକ &ldquo;ମହାଭାରତରେ ରାଣୀ ଅର୍ଜୁନ&rdquo; ନାଟକର। ଏଥିରେ ଯାତ୍ରା ଜଗତର ପ୍ରତଷ୍ଠିତ ଖଳନାୟକ ଦାମ ପଣ୍ଡା, ମାମୁ ସକୁନି ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କର ଅଭିନୟ ବେଶ୍&zwnj; ଜବରଦସ୍ତ ହୋଇଛି। କହିବାକୁ ଗଲେ ରଙ୍ଗିନ ଦୁନିଆରେ ରଙ୍ଗ ମାଖି ଚଳିତ ସିଜିନ୍&zwnj;ରେ ଚହଟିବେ ଦାମ ନନା।<br /> ଯାତ୍ରା ଦୁନିଆରେ ଅତି ପରିଚିତ ହେଉଛନ୍ତି ଦାମନନା। ବହୁ ନିକଟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛି। ୟୁନିକ୍&zwnj; ଡାଇଲଗ ପାଇଁ ସେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍&zwnj; ପରିଚିତ। ଗତ ଦୁଇଟି ସିଜିନ୍&zwnj;ରେ ସେ ଯାତ୍ରା ସଚ୍ଚିଦାନନ୍ଦରେ ରାଜ୍&zwnj; କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୋହୂ ନାଟକରେ ସେ ସକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ। ଉକ୍ତ ନାଟକରେ ତାଙ୍କର ସଂଳାପ ଉଚ୍ଚାରଣ ସ୍ମୃତିମଧୁର ହୋଇଥିଲା।</p>

Ordigital Desk
  • Published: Wednesday, 09 August 2017
  • Updated: 09 August 2017, 08:25 PM IST

Sports

Latest News

<p>ଭୁବନେଶ୍ୱର:କଚେପୁଅ ବାର୍&zwnj;...। ଭରା କୁରୁ ସଭାରେ ପଶା କାଠି ଗଡ଼ିବ। ତମେ ତ ଜିତିବ, ଏହାତ ପଶା କାଠିର ଦାୟିତ୍ୱ..., ହେଲେ ପାପ ସମୁଦ୍ରରେ ବୁଡ଼ିବ, ଏଇଟା ମାମୁ ସକୁନିର କର୍ତୃତ୍ୱ ...। ଶେଷରେ ବାଜି ଲାଗିବ ପାଞ୍ଚାଳୀ, ଆଉ ତା&rsquo; ପରେ ବସ୍ତ୍ରହରଣ...। ଏହି ଡାଇଲଗ ହେଉଛି ଯାତ୍ରା ସଚ୍ଚିଦାନନ୍ଦର ନୂଆ ନାଟକ &ldquo;ମହାଭାରତରେ ରାଣୀ ଅର୍ଜୁନ&rdquo; ନାଟକର। ଏଥିରେ ଯାତ୍ରା ଜଗତର ପ୍ରତଷ୍ଠିତ ଖଳନାୟକ ଦାମ ପଣ୍ଡା, ମାମୁ ସକୁନି ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କର ଅଭିନୟ ବେଶ୍&zwnj; ଜବରଦସ୍ତ ହୋଇଛି। କହିବାକୁ ଗଲେ ରଙ୍ଗିନ ଦୁନିଆରେ ରଙ୍ଗ ମାଖି ଚଳିତ ସିଜିନ୍&zwnj;ରେ ଚହଟିବେ ଦାମ ନନା।<br />ଯାତ୍ରା ଦୁନିଆରେ ଅତି ପରିଚିତ ହେଉଛନ୍ତି ଦାମନନା। ବହୁ ନିକଟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛି। ୟୁନିକ୍&zwnj; ଡାଇଲଗ ପାଇଁ ସେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍&zwnj; ପରିଚିତ। ଗତ ଦୁଇଟି ସିଜିନ୍&zwnj;ରେ ସେ ଯାତ୍ରା ସଚ୍ଚିଦାନନ୍ଦରେ ରାଜ୍&zwnj; କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୋହୂ ନାଟକରେ ସେ ସକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ। ଉକ୍ତ ନାଟକରେ ତାଙ୍କର ସଂଳାପ ଉଚ୍ଚାରଣ ସ୍ମୃତିମଧୁର ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos