ବେଆଇନ ଖଣି କାରବାର ମାମଲା: ମୁଖ୍ୟଶାସନ ସଚିବ କହିଲେ ଖୁବ୍ ଶୀଘ୍ର ଲିଜଧାରୀଙ୍କୁ ନୋଟିସ୍ ହେବ

ଭୁବନେଶ୍ୱର: ବେଆଇନ ଖଣି କାରବାର ନେଇ ସୁପ୍ରମକୋର୍ଟ ରାୟ ପରେ ଫାଇନ ଆଦାୟ  ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେଲା। ଖଣି ଲିଜଧାରୀଙ୍କଠାରୁ ୧୭,୫୭୬ କୋଟି ଟଙ୍କା ଆଦାୟ ହେବ। ଏଥିପାଇଁ ଲିଜଧାରୀଙ୍କୁ ନୋଟିସ କରାଯିବ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣି ସଂପର୍କିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସେଣ୍ଟ୍ରାଲ୍ ଏମ୍ପପାଓ୍ୱାର କମିଟିର(ସିଇସି) ସୁପାରିଶ ଅନୁସାରେ ଫାଇନ ଆଦାୟ ହେବ। ଡିସେମ୍ବର ୩୧ […]

vlcsnap-2017-08-05-20h30m52s230-720x430

vlcsnap-2017-08-05-20h30m52s230-720x430

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 08:41 PM IST

Sports

Latest News

ଭୁବନେଶ୍ୱର: ବେଆଇନ ଖଣି କାରବାର ନେଇ ସୁପ୍ରମକୋର୍ଟ ରାୟ ପରେ ଫାଇନ ଆଦାୟ  ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେଲା। ଖଣି ଲିଜଧାରୀଙ୍କଠାରୁ ୧୭,୫୭୬ କୋଟି ଟଙ୍କା ଆଦାୟ ହେବ। ଏଥିପାଇଁ ଲିଜଧାରୀଙ୍କୁ ନୋଟିସ କରାଯିବ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣି ସଂପର୍କିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସେଣ୍ଟ୍ରାଲ୍ ଏମ୍ପପାଓ୍ୱାର କମିଟିର(ସିଇସି) ସୁପାରିଶ ଅନୁସାରେ ଫାଇନ ଆଦାୟ ହେବ। ଡିସେମ୍ବର ୩୧ ସୁଦ୍ଧା ୧୭ ହଜାର ୫୭୬ କୋଟି ଫାଇନ ଆଦାୟ ହେବ। ତେବେ ଯେଉଁ ସବୁ ଖଣି ସ୍ପଷ୍ଟ ଅଛି ତାକୁ ଆଗେ ନୋଟିସ୍ ପଠାଯିବ। ସେଥିପାଇଁ ଲିଜଧାରୀଙ୍କୁ ପୁଣି ଥରେ ଡିମାଣ୍ଡ ନୋଟିସ୍ ପଠାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି। ୧୦ ଦିନ ଭିତରେ ନୋଟିସ୍ ପଠାଯିବ। ତା ବାଦ  ମାଇନିଂ ପ୍ଲାନ୍ ଅନୁସାରେ ଲିଜ୍ ବାହାରେ ଖୋଳାଯାଇଥିବା ଖଣି, କନସେଣ୍ଟ  ଅପରେଟ୍ ବାବଦକୁ ପ୍ରାୟ ଅଧିକ ୨୦୦୦ କୋଟି ଟଙ୍କା ଆଦାୟ ହେବ। ଜଙ୍ଗଲ ଆଇନ ଉଲ୍ଲଂଘନ ଅନୁସାରେ କେତେ ଫାଇନ ଆଦାୟ ହେବ ୩ ରୁ ୪ ଦିନ  ଭିତରେ ହିସାବ୍ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story