ହୁସିଆର୍‌! ପିଲାଚୋରି ଗୁଜବ କରନ୍ତୁନି, ନହେଲେ ମିଳିବ ଏହିସବୁ ଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲା ଚୋରି ଭାଇରସ୍‌ ଏବେ ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ରାୟଗଡ଼ାରୁ କୋରାପୁଟ୍‌, ଗଞ୍ଜାମରୁ କଟକ ଦେଇ ବାଲେଶ୍ୱର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଏସ୍‌ପି ଓ ପୋଲିସ୍‌ ଡିଜିଙ୍କ ପରାମର୍ଶକୁ ଖାତିର କରୁନାହାନ୍ତି ଲୋକେ। ଯେଉଁଠି ଅଚିହ୍ନା ଲୋକଙ୍କୁ ଦେଖିଲେ ଗୋଡ଼ାଇଲେ। ଆଉ ଧରାପଡ଼ିଲେ ବାନ୍ଧି ନିର୍ଧୁମ ପିଟିଲେ। ଗତ କିଛି ଦିନ ଧରି ଏପରି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ଗତକାଲି ସବୁ ସୀମା ପାର୍‌ […]

odisha police advijari

odisha police advijari

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 04:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲା ଚୋରି ଭାଇରସ୍‌ ଏବେ ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ରାୟଗଡ଼ାରୁ କୋରାପୁଟ୍‌, ଗଞ୍ଜାମରୁ କଟକ ଦେଇ ବାଲେଶ୍ୱର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଏସ୍‌ପି ଓ ପୋଲିସ୍‌ ଡିଜିଙ୍କ ପରାମର୍ଶକୁ ଖାତିର କରୁନାହାନ୍ତି ଲୋକେ। ଯେଉଁଠି ଅଚିହ୍ନା ଲୋକଙ୍କୁ ଦେଖିଲେ ଗୋଡ଼ାଇଲେ। ଆଉ ଧରାପଡ଼ିଲେ ବାନ୍ଧି ନିର୍ଧୁମ ପିଟିଲେ। ଗତ କିଛି ଦିନ ଧରି ଏପରି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ଗତକାଲି ସବୁ ସୀମା ପାର୍‌ କରିଗଲେ ଲୋକେ। ପିଲା ଚୋର ସନ୍ଦେହରେ ମାଡ଼ ଖାଉଥିବା ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଆଇଆଇସିଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ତାଙ୍କୁ ଉତ୍ତ୍ୟକ୍ତ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଓଡ଼ିଶା ପୋଲିସ ଆଡ଼ଭାଇରାଜରି ଜାରି କରିଛି।

୧: ଆମ ସମାଜରେ କିଛି ଲୋକ ପିଲା ଚୋରି ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ବାସ୍ତବରେ ଏହା ଭିତ୍ତିହୀନ ଓ ମିଥ୍ୟା। ଓଡ଼ିଶାରେ ଏପର୍ଯ୍ୟନ୍ତ ସେମିତି କିଛି ଘଟଣା ଘଟିନାହିଁ।

୨: ପିଲା ଚୋରି ମିଥ୍ୟା ଖବରକୁ ହ୍ୱାଟ୍ସଆପ୍‌ କିମ୍ୱା ଫେସ୍‌ବୁକ୍‌ରେ ପଠାନ୍ତୁ ନାହିଁ। ଏପରି ଖବର ପଠାଇଲେ ମିଥ୍ୟା ଜନିତ ଅପରାଧରେ ଅଂଶିଦାର ହୁଅନ୍ତୁ ନାହିଁ। ଯାହାକି ଏକ ଦଣ୍ଡନୀୟ ଅପରାଧ ଅଟେ।

୩: ଆମ ପିଲାମାନେ ବାହାର ରାଜ୍ୟରେ ପାଠ ପଢ଼ୁଛନ୍ତି। ଏପରିକି ଲୋକମାନେ ବାହାର ରାଜ୍ୟରେ ଜୀବିକା ନିର୍ବାହ କରୁଛନ୍ତି। ସେହିପରି ଅନ୍ୟ ରାଜ୍ୟର ପିଲା ଓ ଲୋକମାନେ ଏଠାରେ ଅଛନ୍ତି। ଓଡ଼ିଆ ଭାଷା ଜାଣିନଥିବା ଲୋକଙ୍କୁ ସନ୍ଦିଗ୍ଧ ପିଲା ଚୋର ଭାବିବା ଠିକ୍‌ ନୁହଁ।

୪: ଚୋରମାନେ ଛୋଟ ପିଲାମାନଙ୍କୁ ଅପହରଣ କରି ସେମାନଙ୍କ ଯକୃତ, ହୃତପିଣ୍ଡ ଓ ଆଖି ଆଦି ତାଡି ନେଉଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅସମ୍ଭବ। କାରଣ ଏସବୁ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଡାକ୍ତରଖାନାରେ ସତର୍କତାର ସହ ସଂରକ୍ଷଣ କରାଯାଇ ଉପଯୋଗି ହେବା ପାଇଁ ଚେଷ୍ଟା କରାଯାଇଥାଏ। ସାଧାରଣ ଭାବରେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଅଙ୍ଗ ଓ ପ୍ରତ୍ୟଙ୍ଗକୁ ଶାରୀରରୁ ଅଲଗା କଲେ ତାହା ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ।

୫: ଓଡ଼ିଆ ଭାଷା ଜାଣିନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆପଣଙ୍କ ଅଞ୍ଚଳରେ ଦେଖିଲେ ନିକଟସ୍ଥା ଥାନା ବା ଏସ୍‌ପିଙ୍କ ଜଣାନ୍ତୁ।

୬: ସମସ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନିଜ ଅଞ୍ଚଳ ଗସ୍ତ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଦରକାର ପଡ଼ିଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ଏଭଳି ଅକାରଣେ ହଇରାଣ ବା ଆକ୍ରମଣ କଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।

୭: ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଥାନା ଏବଂ ଅଦାଲତର ପରିସରଭୁକ୍ତ। ଏଣୁ ଆପଣମାନେ ଆଇନ୍‌କୁ ହାତକୁ ନିଅନ୍ତୁ ନାହିଁ।

୧୬ ଜଣଙ୍କୁ ଗିରଫ କଲା ପୋଲିସ

ରାୟଗଡ଼ା ଜିଲ୍ଲା ପେରୁଗୁଡ଼ାରେ ପିଲାଚୋର ଅଭିଯୋଗରେ ୨ ଜଣଙ୍କୁ ମାଡ଼ ହୋଇଥିଲା। ଏପରିକି ସେମାନେ ଆସିଥିବା ବୋଲେରୋକୁ ଭଙ୍ଗା ରୁଜୁ କରିଥିଲେ। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅମ୍ବାଦଳା ପୋଲିସ୍‌ ଆଜି ପେରୁଗୁଡ଼ା ଗାଁ ୧୬ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story