ଔଷଧ ବିକଳରେ ତାଟିଆ କାମୁଡ଼ୁଛି ପୂର୍ତ୍ତ ବିଭାଗ: ଓଟିଭି ପ୍ରସାରିତ ଖବରକୁ କହିଲା ମିଛ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଖବରକୁ ଠିକ ଭାବେ ବୁଝି ନ ପାରି ବାଉଳା ହେଉଛି ପୂର୍ତ୍ତ ବିଭାଗ। ବୋରିପୁଟ ପଥର ଧସିବା ଘଟଣାକୁ ଭୁଲ ତର୍ଜମା କରି ଟ୍ୱିଟ୍ କରିଛି ପୂର୍ତ୍ତ ବିଭାଗ। ଓଟିଭି ପ୍ରସାରିତ ଖବରକୁ ଟ୍ୱିଟ୍‌ କରି ମିଛ ବୋଲି କହିଛି ପୂର୍ତ୍ତ ବିଭାଗ। କୋରାପୁଟ ବୋରିପୁଟ ଟ୍ରାଜେଡିରେ ସଂପୃକ୍ତ ଠିକାଦାର ସଂସ୍ଥା ଡିଡି ବିଲଡର୍ସ ନାଁରେ ଅଭିଯୋଗ ଆଣିଥିଲା ଓଡ଼ିଶା ଠିକାଦାର ମହାସଂଘ। ଡିଡି ବିଲ୍‌ଡର୍ସକୁ ବମିଖାଲ ବ୍ରିଜ୍‌ର ବାକିଥିବା କାମ ସାରିବାକୁ ଠିକା […]

OR photo2018-06-09-22h40m56s429

OR photo2018-06-09-22h40m56s429

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 10:54 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଖବରକୁ ଠିକ ଭାବେ ବୁଝି ନ ପାରି ବାଉଳା ହେଉଛି ପୂର୍ତ୍ତ ବିଭାଗ। ବୋରିପୁଟ ପଥର ଧସିବା ଘଟଣାକୁ ଭୁଲ ତର୍ଜମା କରି ଟ୍ୱିଟ୍ କରିଛି ପୂର୍ତ୍ତ ବିଭାଗ। ଓଟିଭି ପ୍ରସାରିତ ଖବରକୁ ଟ୍ୱିଟ୍‌ କରି ମିଛ ବୋଲି କହିଛି ପୂର୍ତ୍ତ ବିଭାଗ।

କୋରାପୁଟ ବୋରିପୁଟ ଟ୍ରାଜେଡିରେ ସଂପୃକ୍ତ ଠିକାଦାର ସଂସ୍ଥା ଡିଡି ବିଲଡର୍ସ ନାଁରେ ଅଭିଯୋଗ ଆଣିଥିଲା ଓଡ଼ିଶା ଠିକାଦାର ମହାସଂଘ। ଡିଡି ବିଲ୍‌ଡର୍ସକୁ ବମିଖାଲ ବ୍ରିଜ୍‌ର ବାକିଥିବା କାମ ସାରିବାକୁ ଠିକା ମିଳିଥିବା ମହାସଂଘ ଅଭିଯୋଗ କରିଥିଲା। ଏନେଇ ଏକ ପ୍ରେସମିଟରେ ମହାଂଘର ସଭାପତି ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ। ଏହି ଖବରକୁ ପ୍ରସାରଣ କରିଥିଲା ଓଡ଼ିଶାର ଏକ ନମ୍ବର ନ୍ୟୁଜ୍ ଚାନେଲ୍ ଓଟିଭି।

ଓଟିଭିରେ ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲା ପୂର୍ତ୍ତ ବିଭାଗ। ଖବରକୁ ଭୁଲ ଭାବେ ତର୍ଜମା କରି ଓଟିଭି ଭୁଲ୍ ଖବର ପ୍ରସାରଣ କରୁଛି ବୋଲି ଅଭିଯୋଗ କରି ଟ୍ୱିଟ୍ କରିଛି ପୂର୍ତ୍ତ ବିଭାଗ। ଏମିତି ମିଥ୍ୟା ଆରୋପ ଓଟିଭି ଠାରୁ ଆଶା କରାଯାଏନି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି। ପ୍ରକୃତରେ ଏହି ଖବର ଓଟିଭି ନୁହେଁ, ପ୍ରଭାତ ଦାଶ ଆଣିଥିବା ଅଭିଯୋଗକୁ କେବଳ ପ୍ରସାରଣ କରାଯାଇଥିଲା ଯାହାକୁ ପୂର୍ତ୍ତ ବିଭାଗ ଠିକରେ ବୁଝି ପାରି ନଥିବା ଟ୍ୱିଟ୍‌ରୁ ଜଣାପଡ଼ୁଛି। ଏହା ପୂର୍ତ୍ତ ବିଭାଗର ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ଅପରିପକ୍ୱତା ଓ ଉଦ୍ଦେଶ୍ୟମୂଳକ ବୋଲି ସ୍ପଷ୍ଟ ଅନୁମେୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story