ପ୍ରିୟା ପ୍ରକାଶଙ୍କ ମାୟାରେ ବାୟା ବୃଦ୍ଧା: ବୁଲେଟ୍‌ କିସ୍‌ର କପି କଲେ, ଦେଖନ୍ତୁ ଭିଡିଓ

<p>ପ୍ରିୟାଙ୍କ ମାୟାରେ ଏବେ ସମସ୍ତେ ବାୟା। ପିଲାରୁ ବୁଢ଼ା ସମସ୍ତେ ଏବେ ପ୍ରିୟା ପ୍ରକାଶଙ୍କ ଫ୍ୟାନ୍&zwnj;। ଆଉ କେହି ନୁହେଁ, ଆମେ କହୁଛୁ ଆଖି ମାରି ରାତାରାତି ଫେମସ୍&zwnj; ହୋଇଥିବା ପ୍ରିୟା ପ୍ରକାଶଙ୍କ ବିଷୟରେ। ତାଙ୍କର ସେହି ଆଖିଠାର ଏବଂ ବୁଲେଟ୍&zwnj; କିସ୍&zwnj;ର ଭିଡିଓ ତ ଆପଣ ଦେଖିଥିବେ ନିଶ୍ଚିତ। ଭିଡିଓଟି ଏତେ ଭାଇରାଲ୍&zwnj; ହୋଇଥିଲା ଯେ ସମସ୍ତେ ତାଙ୍କ ବୁଲେଟ୍&zwnj; କିସ୍ ଷ୍ଟାଇଲ୍&zwnj;କୁ କପି କରିବା ଆରମ୍ଭ କରିଥିଲେ। ଏବେ ଜଣେ ବୃଦ୍ଧା ପ୍ରିୟାଙ୍କୁ କପି କରିଛନ୍ତି। ପ୍ରିୟାଙ୍କ ବୁଲେଟ୍&zwnj; କିସ୍&zwnj; ଷ୍ଟାଇଲ୍&zwnj;କୁ ସେ ଆପଣେଇଛନ୍ତି ଓ ବରାବର ସେହିପରି କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍&zwnj; ମିଡିଆରେ ଭାଇରାଲ୍&zwnj; ହେଉଛି। ଆପଣ ବି ଏହି ଭିଡିଓ ଦେଖନ୍ତୁ। ହସି ହସି ବେଦମ ହୋଇଯିବେ!</p> <p>&amp;nbsp;</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 07:19 PM IST

Sports

Latest News

<p>ପ୍ରିୟାଙ୍କ ମାୟାରେ ଏବେ ସମସ୍ତେ ବାୟା। ପିଲାରୁ ବୁଢ଼ା ସମସ୍ତେ ଏବେ ପ୍ରିୟା ପ୍ରକାଶଙ୍କ ଫ୍ୟାନ୍&zwnj;। ଆଉ କେହି ନୁହେଁ, ଆମେ କହୁଛୁ ଆଖି ମାରି ରାତାରାତି ଫେମସ୍&zwnj; ହୋଇଥିବା ପ୍ରିୟା ପ୍ରକାଶଙ୍କ ବିଷୟରେ। ତାଙ୍କର ସେହି ଆଖିଠାର ଏବଂ ବୁଲେଟ୍&zwnj; କିସ୍&zwnj;ର ଭିଡିଓ ତ ଆପଣ ଦେଖିଥିବେ ନିଶ୍ଚିତ। ଭିଡିଓଟି ଏତେ ଭାଇରାଲ୍&zwnj; ହୋଇଥିଲା ଯେ ସମସ୍ତେ ତାଙ୍କ ବୁଲେଟ୍&zwnj; କିସ୍ ଷ୍ଟାଇଲ୍&zwnj;କୁ କପି କରିବା ଆରମ୍ଭ କରିଥିଲେ। ଏବେ ଜଣେ ବୃଦ୍ଧା ପ୍ରିୟାଙ୍କୁ କପି କରିଛନ୍ତି। ପ୍ରିୟାଙ୍କ ବୁଲେଟ୍&zwnj; କିସ୍&zwnj; ଷ୍ଟାଇଲ୍&zwnj;କୁ ସେ ଆପଣେଇଛନ୍ତି ଓ ବରାବର ସେହିପରି କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍&zwnj; ମିଡିଆରେ ଭାଇରାଲ୍&zwnj; ହେଉଛି। ଆପଣ ବି ଏହି ଭିଡିଓ ଦେଖନ୍ତୁ। ହସି ହସି ବେଦମ ହୋଇଯିବେ!</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos