ଷ୍ଟୋନ ଟ୍ରାଜେଡି: ୧୪ ଦିନ ପରେ ମିଳିଲା ଜଣଙ୍କ ଶବ, ଅନ୍ୟ ଜଣେ ଏବେ ବି ନିଖୋଜ

jaypur

ଜୟପୁର (ଟି. ଗୌରୀଶଙ୍କର): ବୋରିପୁଟ ଷ୍ଟୋନ ଟ୍ରାଜେଡିରେ ୧୪ ଦିନ ପରେ ଜଣକର ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ ଘନଶ୍ୟାମ ଗୁରୁଙ୍କ ବୋଲି ଜଣାପଡ଼ିଛି। ଘନଶ୍ୟାମଙ୍କ ମୃତ ଦେହକୁ ଚିହ୍ନଟ କରିଛନ୍ତି ତାଙ୍କ ପରିବାର ଲୋକେ। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ ମଧ୍ୟ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିଲେ। ଅନ୍ୟ କାହାରିଙ୍କୁ ସେଠାକୁ ଛଡା ଯାଇ ନଥିଲା।

ପଥର ତଳେ ଏବେ ବି ଜଣେ ଫସି ରହିଛନ୍ତି। ସେ ହେଲେ ସଂଜୟ ଦାସ। ତାଙ୍କୁ ଉଦ୍ଧାର କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି।

Previous ArticleNext Article

Send this to a friend