ନିଶା ହେଲା କାଳ: ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଗୋଡ଼

train

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମାଲ ଗାଁ ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ଡାହାଣ ଗୋଡ଼ କଟିଯାଇଛି। ତାଙ୍କ ନାଁ ମାଲଗାଁର ପୂର୍ଣ୍ଣ ଚନ୍ଦ୍ର ଭୋଇ। ସେ ଗତରାତିରେ ନିଶାସକ୍ତ ଅବସ୍ଥାରେ ରେଳ ଧାରଣାରେ ଶୋଇଥିବା ବେଳେ  ଜୁନାଗଡ଼-ରାୟପୁର ପ୍ୟାସେଞ୍ଜର ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ଗୁରୁତର ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Previous ArticleNext Article

Send this to a friend