ପଥରଖାଦାନରେ ବିସ୍ଫୋରଣ: ଜଣେ ମୃତ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ପୁଣି ପଥରଖାଦାନରେ ଅଘଟଣ ଘଟିଛି। ଜୟପୁରରେ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ଲାଷ୍ଟିଂ ବେଳେ ଯାଇଛି ଜଣେ ଶ୍ରମିକଙ୍କ ଜୀବନ। ଗୌରମାଲ ପଞ୍ଚାୟତ ରନକଟା ଠାରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟାରେ ପଥରଖାଦାନରେ ବିସ୍ଫୋରଣ କରୁଥିବା ବେଳେ ଅସାବଧାନତା କାରଣରୁ ସୁରେଶ କିଶାନ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଏହି ଘଟଣାରେ ରାମବିଳାଶ ରୋହିଦାସ(୨୫) ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ […]

jharsuguda

jharsuguda

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 10:22 AM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ପୁଣି ପଥରଖାଦାନରେ ଅଘଟଣ ଘଟିଛି। ଜୟପୁରରେ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ଲାଷ୍ଟିଂ ବେଳେ ଯାଇଛି ଜଣେ ଶ୍ରମିକଙ୍କ ଜୀବନ। ଗୌରମାଲ ପଞ୍ଚାୟତ ରନକଟା ଠାରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟାରେ ପଥରଖାଦାନରେ ବିସ୍ଫୋରଣ କରୁଥିବା ବେଳେ ଅସାବଧାନତା କାରଣରୁ ସୁରେଶ କିଶାନ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଏଥିସହିତ ଏହି ଘଟଣାରେ ରାମବିଳାଶ ରୋହିଦାସ(୨୫) ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos