ସାଇକେଲରୁ ପଡ଼ି ଶ୍ରମିକ ମୃତ

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପାଟବେଡା ଛକ ନିକଟରେ ସାଇକେଲରୁ ପଡ଼ି ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚନ୍ଦ୍ର ଆଲଡା। ପାଟବେଡା ଗାଁରେ ତାଙ୍କ ଘର ।

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ଚନ୍ଦ୍ର ଆଲଡା ରାସ୍ତାକାମ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶ୍ରମିକମାନେ କଙ୍କଡ଼ାହାଡ-କେରିଜୁଳି ରାସ୍ତା ଅବରୋଧ କରିଥିଲେ।

Ordigital Desk
• Published: Sunday, 13 May 2018
• Updated: 13 May 2018, 01:56 PM IST

Sports

Latest News

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପାଟବେଡା ଛକ ନିକଟରେ ସାଇକେଲରୁ ପଡ଼ି ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚନ୍ଦ୍ର ଆଲଡା। ପାଟବେଡା ଗାଁରେ ତାଙ୍କ ଘର ।

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ଚନ୍ଦ୍ର ଆଲଡା ରାସ୍ତାକାମ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶ୍ରମିକମାନେ କଙ୍କଡ଼ାହାଡ-କେରିଜୁଳି ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos