ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ

vty

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ସହିତ ଯବାନ ଜଣଙ୍କ ହେଲେ ପ୍ରଦୀପ ପଣ୍ଡା। ପ୍ରଦୀପଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ।

ପ୍ରଦୀପ ୨୦୦୬ରେ ସିଆରପିଏଫ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ହୋଇଥିବା ପୁଲୱାମାରେ ଥିବା ସିଆରପିଏଫ୍‌ ଟ୍ରେନିଂ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ୪ ଯବାନ୍‌ ସହ ପ୍ରଦୀପ ସହିଦ୍ ହୋଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।

Previous ArticleNext Article

Send this to a friend