ଓଡ଼ିଶା ଆସୁଛି ମହାବଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଓଡ଼ିଶା ଆସୁଛି ଗୋଟିଏ ମହାବଳ ବାଘ। ଏକ ସ୍ୱତନ୍ତ୍ର ଗାଡ଼ିରେ ବାଘଟିକୁ ଅଣାଯାଉଛି। ଗାଡିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି। ବାଘଟି ଅନୁଗୋଳର ସାତକୋଶିଆରେ ରହିବ। ସନ୍ଧ୍ୟା ସୁଦ୍ଧା ବାଘ ପହଞ୍ଚି ଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ଗୋଟିଏ ଅଣ୍ଡିରା ବାଘ ଅଣାଯାଉଛି। ପରବର୍ତ୍ତୀ […]

tiger

tiger

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 09:49 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଓଡ଼ିଶା ଆସୁଛି ଗୋଟିଏ ମହାବଳ ବାଘ। ଏକ ସ୍ୱତନ୍ତ୍ର ଗାଡ଼ିରେ ବାଘଟିକୁ ଅଣାଯାଉଛି। ଗାଡିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି। ବାଘଟି ଅନୁଗୋଳର ସାତକୋଶିଆରେ ରହିବ। ସନ୍ଧ୍ୟା ସୁଦ୍ଧା ବାଘ ପହଞ୍ଚି ଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଆଜି ଗୋଟିଏ ଅଣ୍ଡିରା ବାଘ ଅଣାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ବାଘ ଅଣାଯିବାର ଯୋଜନା ରହିଛି। ଏଥିପାଇଁ ସାତକୋଶିଆର କୋର୍ ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର କରାଯାଇଛି। ବାଘଙ୍କ ରହିବା ପାଇଁ ସ୍ୱତନ୍ତ୍ର ଜାଲିଯୁକ୍ତ ଏନ୍‌କ୍ଲୋଜର ମଧ୍ୟ ନିର୍ମାଣ ହୋଇଛିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story