ଧରାପଡ଼ିଲା ଘୋଟାଲା, ‘ଗୁରୁପ୍ରିୟା’ ପାଇଁ ଠିକାଦାରଙ୍କୁ ଦିଆଯାଇଛି ଅନୁକମ୍ପା

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ‘ସଂପର୍କ ଓ ବିକାଶର ସେତୁ ଗୁରୁପ୍ରିୟା’ ପାଇଁ ଖର୍ଚ୍ଚ ହୋଇଛି ୧୮୭ କୋଟି ଟଙ୍କା। ହେଲେ ଏଥିରେ ପ୍ରାୟ ୭୪ କୋଟି ଟଙ୍କାର ଅନିୟମିତତା ହୋଇଥିବା ଧରାପଡ଼ିଛି। ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଏହି ବଡ଼ ଧରଣର ଅନିୟମିତତା କରାଯାଇଛି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ (ପିଏଜି)ର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର-୨ ପକ୍ଷରୁ ଏନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଚିଠିରୁ ଏହା […]

Pag detects scam in gurupriya bridge construction contract

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ‘ସଂପର୍କ ଓ ବିକାଶର ସେତୁ ଗୁରୁପ୍ରିୟା’ ପାଇଁ ଖର୍ଚ୍ଚ ହୋଇଛି ୧୮୭ କୋଟି ଟଙ୍କା। ହେଲେ ଏଥିରେ ପ୍ରାୟ ୭୪ କୋଟି ଟଙ୍କାର ଅନିୟମିତତା ହୋଇଥିବା ଧରାପଡ଼ିଛି।

ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଏହି ବଡ଼ ଧରଣର ଅନିୟମିତତା କରାଯାଇଛି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ (ପିଏଜି)ର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର-୨ ପକ୍ଷରୁ ଏନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଚିଠିରୁ ଏହା ଜଣାପଡ଼ିଛି।

ଠିକାଦାରକୁ ଅହେତୁକ ମୁନାଫା ସଂକ୍ରାନ୍ତ ଡ୍ରାଫ୍ଟ ସଂଲଗ୍ନ କରି ଓ୍ୱାର୍କସ ଡିପାର୍ଟମେଣ୍ଟକୁ ଦିଆଯାଇଥିବା ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୨୦୧୪ ଫେବୃଆରୀରେ ଗୁରୁପ୍ରିୟା ସେତୁ ପାଇଁ ୧୦୪. ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ଏହାପରେ ଇଞ୍ଜିନିୟରିଂ, ପ୍ରୋକ୍ୱ୍ୟୁର୍‌ମେଣ୍ଟ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ରେ କାମ ଦେବାକୁ ବ୍ୟୟ ଅଟକଳ ୧୭୨.୫୮ କୋଟିକୁ ବୃଦ୍ଧି କରାଗଲା। ହେଲେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ପିଏଜି।

ସେତୁ ତିଆରି ପାଇଁ ହୋଇଥିବା ଏଷ୍ଟିମେଟ୍‌ରେ ସମସ୍ତ ନିର୍ମାଣ ଖର୍ଚ୍ଚ ମିଶିଥିବା ବେଳେ ଓପିଡିବ୍ଲ୍ୟୁ କୋଡ୍‌କୁ ଉଲ୍ଲଂଘନ କରାଯାଇ ବୋଟ୍ ଓ ତରୀ ଦ୍ୱାରା ନିର୍ମାଣ ସରଞ୍ଜାମ ପରିବହନ ବାବଦକୁ ଅଧିକ ୨୪ କୋଟି ଟଙ୍କା ଦିଆଯାଇଥିବା ପିଏଜି ଧରିଛନ୍ତି।

ସେହିପରି ମାଟେରିଆଲ୍, ଲେବର୍‌ ଓ ମେସିନାରି ଖର୍ଚ୍ଚ ବାବଦକୁ ଦିଆଯିବାକୁ ଥିବା ୭.୫ ପ୍ରତିଶତର ଲାଭ ବଦଳରେ ଏଓଆର୍ ଉଲ୍ଲଂଘନ କରାଯାଇ ୨୫ ପ୍ରତିଶତ ଲାଭ ଦିଆଯାଇଛି, ଯାହାକି ୧୬.୮୭ କୋଟି ଟଙ୍କା ଅଧିକ।

ଏହିଭଳି ବିଭିନ୍ନ କ୍ଷେତ୍ରରେ ଠିକାଦାରକୁ ପାଖାପାଖି ୭୪ କୋଟି ଟଙ୍କାର ଅହେତୁକ ମୁନାଫା ଦିଆଯାଇଥିବା ଓ ଏହି ରିପୋର୍ଟକୁ ସିଏଜି ରିପୋର୍ଟରେ ସାମିଲ ପାଇଁ ପ୍ରସ୍ତାବ ଥିବା ଚିଠିରେ ଉଲ୍ଲେଖ ରହିଛି।

ତେବେ ଏଭଳି ଅନିୟମିତତା ସଂପର୍କରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ରିପୋର୍ଟ ପଢ଼ିଲା ପରେ ଯାହା କିଛି ପଦକ୍ଷେପ ନିଆଯିବ।

କିଏ କଣ କହିଛନ୍ତି

ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“ଗୁରୁପ୍ରିୟା ଆମ ପାଇଁ ଚ୍ୟାଲେଞ୍ଜ୍‌ ଥିଲା। ଆଜି ଆମେ ସେହି ଚ୍ୟାଲେଞ୍ଜକୁ ଅତିକ୍ରମ କରିଛୁ। ଯାହାକୁ ସମଗ୍ର ଭାରତବର୍ଷରେ ପ୍ରଶଂସା କରାଯାଉଛି। କିନ୍ତୁ ପିଏଜି କଣ ରିପୋର୍ଟ ଦେଇଛନ୍ତି, ମୁଁ ଜାଣିନି। ପଢ଼ିଲେ ଉତ୍ତର ଦେବି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଟେଣ୍ଡର୍‌ରେ ଥିବା ଡିଜାଇନ୍‌କୁ ବଦଳାଇ ଦେଉଛନ୍ତି। ଠିକାଦାରଙ୍କୁ ଲାଭ ଦେବାକୁ ଯାଇ ଏମାନେ ହଜାରେରୁ ଅଧିକ କୋଟି ଟଙ୍କା ଆତ୍ମସାତ କରୁଛନ୍ତି। ଏହା ପ୍ରମାଣ ହୋଇଯିବ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ଗୋଟିଏ ମିଟର୍‌ରେ ଖର୍ଚ୍ଚ ହେଉଛି ଲକ୍ଷେ ଟଙ୍କା। ଏଥିରୁ ଜଣାପଡ଼ୁଛି କେଉଁଠି ନା କେଉଁଠି ପିସିର ଗନ୍ଧ ବାହାରୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story