ପାରାଦୀପ ଓ ଗୋପାଳପୁରରେ ଦୁଇ ମାସରେ କାର୍ଯ୍ୟକ୍ଷମ ହେବ ଡପ୍ଲର ରାଡାର

ଭୁବନେଶ୍ୱର: ଦୁଇ ମାସରେ କାର୍ଯ୍ୟକ୍ଷମ ହେବ ପାରାଦୀପ ଓ ଗୋପାଳପୁରରେ ଲଗାଯାଇଥିବା ଅତ୍ୟାଧୁନିକ ଡପ୍ଲର ରାଡାର। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଶୈଳେଶ ନାୟକ। ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ମହାନିର୍ଦ୍ଦେକ ଏଲ.ଏସ୍ ରାଠୋର ଓ ଭୂ ବିଜ୍ଞାନ ସଚିବ ଶୈଳେଶ ନାୟକ ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କୁ ସାକ୍ଷାତ କରିଛନ୍ତି। ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେଲେ ଝଡବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ  ସଂପର୍କରେ ଆଗୁଆ […]

gopalpur and paradeep radar

gopalpur and paradeep radar

Rakesh Mallick
  • Published: Monday, 06 July 2015
  • Updated: 06 July 2015, 02:39 PM IST

Sports

Latest News

ଭୁବନେଶ୍ୱର: ଦୁଇ ମାସରେ କାର୍ଯ୍ୟକ୍ଷମ ହେବ ପାରାଦୀପ ଓ ଗୋପାଳପୁରରେ ଲଗାଯାଇଥିବା ଅତ୍ୟାଧୁନିକ ଡପ୍ଲର ରାଡାର। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଶୈଳେଶ ନାୟକ। ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ମହାନିର୍ଦ୍ଦେକ ଏଲ.ଏସ୍ ରାଠୋର ଓ ଭୂ ବିଜ୍ଞାନ ସଚିବ ଶୈଳେଶ ନାୟକ ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କୁ ସାକ୍ଷାତ କରିଛନ୍ତି। ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେଲେ ଝଡବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ  ସଂପର୍କରେ ଆଗୁଆ ସୂଚନା ମିଳିପାରିବ। ଘୁର୍ଣ୍ଣିବଳୟର ଅବସ୍ଥିତି, ଏହାର ଦିଗ, ପବନର ବେଗ ଆଦି ବିଷୟରେ ଆଗୁଆ ତଥ୍ୟ ସଂଗ୍ରହରେ ସହଜ ହେବ। ସେପଟେ ଏପର୍ପ୍ୟନ୍ତ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ଥିବା ଆଇଏମଡି ଡିଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos