ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳି ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି। ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜରମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ […]

paradip

paradip

Rakesh Mallick
  • Published: Friday, 23 March 2018
  • Updated: 23 March 2018, 02:24 PM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳି ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି।

ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜରମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଶ୍ରମିକଙ୍କ ଆନ୍ଦୋଳନ ଫଳରେ ବନ୍ଦର ମଧ୍ୟରେ ମାଲ୍‌ ପରିବହନ ବାଧାପ୍ରାପ୍ତ ହୋଇଛି। ଏହାସହ ପଣ୍ୟ କାରବାରରେ ଅଚଳାବସ୍ଥା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story