ପାଟଣାଗଡ଼ ସବ୍‌ ଜେଲରେ ପୁଞ୍ଜିଲାଲ୍‌ଙ୍କ ପ୍ରଥମ ରାତି

ପାଟଣାଗଡ(ଓଡିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଏବେ ପାଟଣାଗଡ ସବ୍‌ ଜେଲରେ। ଭାରି ଟେନ୍‌ସନ୍‌ରେ ଅଛନ୍ତି ଅଭିଯୁକ୍ତ ପୁଞ୍ଜିଲାଲ୍‌। କାହା ସହ ବିଶେଷ କଥା ହେଉ ନାହାନ୍ତି। ଚୁପ୍‌ଚାପ୍‌ ରହୁଛନ୍ତି। ଗତକାଲି ରାତିରେ ତାଙ୍କୁ ଏଠାକୁ ଅଣାଯାଇଥିଲା। ସେତେବଳକୁ ଢେର ରାତି ହୋଇଯାଇ ଥିବାରୁ କଏଦିମାନଙ୍କୁ ଦିଆଯାଉଥିବା ରାତ୍ରଭୋଜନ ସରି ଯାଇଥିଲା। ଫଳରେ ପୁଞ୍ଜିଲାଲ ଗୋଟିଏ ପ୍ୟାକେଟ ବିସ୍କୁଟ ଖାଇ ରାତି କାଟିଥିଲା। ପୁଞ୍ଜିଲାଲ ମେହେର ହେଉଛନ୍ତି ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ […]

punji

punji

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 10:21 AM IST

Sports

Latest News

ପାଟଣାଗଡ(ଓଡିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଏବେ ପାଟଣାଗଡ ସବ୍‌ ଜେଲରେ। ଭାରି ଟେନ୍‌ସନ୍‌ରେ ଅଛନ୍ତି ଅଭିଯୁକ୍ତ ପୁଞ୍ଜିଲାଲ୍‌। କାହା ସହ ବିଶେଷ କଥା ହେଉ ନାହାନ୍ତି। ଚୁପ୍‌ଚାପ୍‌ ରହୁଛନ୍ତି। ଗତକାଲି ରାତିରେ ତାଙ୍କୁ ଏଠାକୁ ଅଣାଯାଇଥିଲା। ସେତେବଳକୁ ଢେର ରାତି ହୋଇଯାଇ ଥିବାରୁ କଏଦିମାନଙ୍କୁ ଦିଆଯାଉଥିବା ରାତ୍ରଭୋଜନ ସରି ଯାଇଥିଲା। ଫଳରେ ପୁଞ୍ଜିଲାଲ ଗୋଟିଏ ପ୍ୟାକେଟ ବିସ୍କୁଟ ଖାଇ ରାତି କାଟିଥିଲା।

ପୁଞ୍ଜିଲାଲ ମେହେର ହେଉଛନ୍ତି ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ବୃତ୍ତିରେ ଜଣେ ଇଂରାଜୀ ଅଧ୍ୟାପକ। ସେ ହେଉଛନ୍ତି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ମା’ଙ୍କ କଲିକ୍‌ । ମାତ୍ର ବୃତ୍ତିଗତ ବିବାଦ ଯୋଗୁ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଆଉ ସାମାନ୍ୟ ପଦବି ପାଇଁ ସମ୍ପର୍କକୁ ତୁଚ୍ଛ କରି ବିବାହ ଉପହାର ଦେଇ ଦୁଇ ଦୁଇଟି ଜୀବନ ନେଇଗଲେ ପୁଞ୍ଜିଲାଲ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story