ଆଉ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ଦୁଇ ଜଣଙ୍କୁ ଉଠାଇ ନେଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ  ଦିଲ୍ଲୀପ ଦାସ, କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ ଓ ବୈଭସୁତ ବିନ୍ଧାଣୀ। ଗତକାଲି ଭଇଁସା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ […]

parsal-boma-blast-copy

parsal-boma-blast-copy

Rakesh Mallick
  • Published: Monday, 23 April 2018
  • Updated: 23 April 2018, 11:02 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ଦୁଇ ଜଣଙ୍କୁ ଉଠାଇ ନେଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ  ଦିଲ୍ଲୀପ ଦାସ, କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ ଓ ବୈଭସୁତ ବିନ୍ଧାଣୀ।

ଗତକାଲି ଭଇଁସା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର, ଅନ୍ୟ ଜଣେ ଅଧ୍ୟାପକ ଉମେଶ ମଟାରୀଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଏମାନଙ୍କ ମଧ୍ୟରୁ ଫାର୍ମାସିଷ୍ଟ ରାଜକୁମାର ଦାସଙ୍କୁ ଛାଡ଼ି ଦିଆଯାଇଛି ।

ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ ଭୋଳାନାଥ ପଡ଼ାର ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଏହି ଅଘଟଣରେ  କୋରିଅର ଯୋଗେ ରାୟପୁରରୁ ଆସିଥିବା ଏକ ପାର୍ସଲକୁ ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଏବଂ ବୋହୂ ରୀମାରାଣୀ ଖୋଲୁଖୋଲୁ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ସୌମ୍ୟଶେଖରଙ୍କ ସହ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ରୀମାରାଣୀ ଗୁରୁତର ଆହତ ହୋଇଥିଲେ।

ମାର୍ଚ୍ଚ ୨୩ରେ, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story