କୋଣାର୍କ: ପାଟ୍ରୋଲିଂ ମକଡ୍ରିଲ୍ କଲେ ସାମୁଦ୍ରିକ ଥାନା ଯବାନ

କୋଣାର୍କ: ରଥଯାତ୍ରାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ନଦୀରେ ପାଟ୍ରୋଲିଙ୍ଗ୍‌ ମକଡ୍ରିଲ୍ କରିଛନ୍ତି।  ୧୪ ଜଣିଆ ସାମୁଦ୍ରିକ ଥାନାର ଯବାନ ଅତ୍ୟାଧୁନିକ ସ୍ପିଡ୍ ବୋଟରେ ମକଡ୍ରିଲ କରିଛନ୍ତି। ସେହିପରି ରାମଚଣ୍ଡୀ ପାଖରେ ଥିବା  ୨ ଟି ସ୍ପିଡ୍ ବୋଟ୍  ଓ ଦେବୀ ନଦୀ ମୁହାଣରେ ଥିବା ଗୋଟିଏ ବୋଟରେ ସାମୁଦ୍ରିକ  ଥାନାର ଯବାନ ମାନେ ଆସନ୍ତ ୩୦ ତାରିଖ ପର୍ଯ୍ୟନ୍ତ ଏହି ମକଡ୍ରିଲ କରିବେ। ଯବାନ ମାନେ ସମୁଦ୍ର ମଧ୍ୟରେ […]

konark

konark

Rakesh Mallick
  • Published: Saturday, 18 July 2015
  • Updated: 18 July 2015, 06:38 AM IST

କୋଣାର୍କ: ରଥଯାତ୍ରାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ନଦୀରେ ପାଟ୍ରୋଲିଙ୍ଗ୍‌ ମକଡ୍ରିଲ୍ କରିଛନ୍ତି।  ୧୪ ଜଣିଆ ସାମୁଦ୍ରିକ ଥାନାର ଯବାନ ଅତ୍ୟାଧୁନିକ ସ୍ପିଡ୍ ବୋଟରେ ମକଡ୍ରିଲ କରିଛନ୍ତି। ସେହିପରି ରାମଚଣ୍ଡୀ ପାଖରେ ଥିବା  ୨ ଟି ସ୍ପିଡ୍ ବୋଟ୍  ଓ ଦେବୀ ନଦୀ ମୁହାଣରେ ଥିବା ଗୋଟିଏ ବୋଟରେ ସାମୁଦ୍ରିକ  ଥାନାର ଯବାନ ମାନେ ଆସନ୍ତ ୩୦ ତାରିଖ ପର୍ଯ୍ୟନ୍ତ ଏହି ମକଡ୍ରିଲ କରିବେ। ଯବାନ ମାନେ ସମୁଦ୍ର ମଧ୍ୟରେ ସନ୍ଦିଗ୍ଧ ବ୍ୟକ୍ତି, ସାମୁଦ୍ରିକ ବୋଟ ଓ ଡଙ୍ଗା ଉପରେ କଡା ନଜର ରଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos