କ’ଣ ପାଇଁ ମେଡ଼ିକାଲରେ ରୋଗୀ କଲେ ଆତ୍ମହତ୍ୟା?

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମେଡିକାଲରେ ଆଜି ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମେଡିସିନ ଓ୍ୱାର୍ଡର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପେଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଆଜି ସେ ମେଡ଼ିସିନ୍‌ ୱାର୍ଡ଼ରେ ଭର୍ତ୍ତି ହୋଇଥିଲା। ତେବେ କିଛି ସମୟ ଭିତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଖାନାରୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ହେଉଛି ବାବୁଲା ଶବର। ମାତ୍ର ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ। ପୋଲିସ […]

patient suicide in puri hospital

patient suicide in puri hospital

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 04:31 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମେଡିକାଲରେ ଆଜି ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମେଡିସିନ ଓ୍ୱାର୍ଡର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପେଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଆଜି ସେ ମେଡ଼ିସିନ୍‌ ୱାର୍ଡ଼ରେ ଭର୍ତ୍ତି ହୋଇଥିଲା। ତେବେ କିଛି ସମୟ ଭିତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଖାନାରୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ହେଉଛି ବାବୁଲା ଶବର। ମାତ୍ର ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ। ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos