ପାତ୍ରପଡ଼ା ଗୁଳିକାଣ୍ଡ ଘଟଣାରେ ଗିରଫ ରଶ୍ମିରଞ୍ଜନ ଓ କଂଗ୍ରେସ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଗତ ୧୯ ତାରିଖରେ ଭୁବନେଶ୍ୱର ପାତ୍ରପଡ଼ାରେ ଘଟିଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁ ସହ କଂଗ୍ରେସର ଲିଙ୍କ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାଙ୍କ ସହ ରଶ୍ମିରଞ୍ଜନର ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ନିଜ ରାଜନୈତିକ ପତିଆରାକୁ ନେଇ ରଶ୍ମିରଞ୍ଜନ ଗୁଣ୍ଡାରାଜ ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କଂଗ୍ରେସ ସହ ରଶ୍ମିରଞ୍ଜନଙ୍କ ସମ୍ପର୍କକୁ ନେଇ ଏବେ ପ୍ରଶ୍ନ […]

congress

congress

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 09:58 PM IST

Sports

Latest News

ଭୁବନେଶ୍ୱର: ଗତ ୧୯ ତାରିଖରେ ଭୁବନେଶ୍ୱର ପାତ୍ରପଡ଼ାରେ ଘଟିଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁ ସହ କଂଗ୍ରେସର ଲିଙ୍କ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାଙ୍କ ସହ ରଶ୍ମିରଞ୍ଜନର ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ନିଜ ରାଜନୈତିକ ପତିଆରାକୁ ନେଇ ରଶ୍ମିରଞ୍ଜନ ଗୁଣ୍ଡାରାଜ ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

କଂଗ୍ରେସ ସହ ରଶ୍ମିରଞ୍ଜନଙ୍କ ସମ୍ପର୍କକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ରଶ୍ମିରଞ୍ଜନ କ’ଣ କଂଗ୍ରେସ ଦଳର ସଦସ୍ୟ ଥିଲେ? ଯଦି ସଦସ୍ୟ ଥିଲେ ତେବେ ତାଙ୍କ ଅପରାଧ କାର୍ଯ୍ୟକଳାପ ସମ୍ପର୍କରେ ଦଳୀୟ ନେତା ଜାଣିଥିଲେ କି? ରଶ୍ମିରଞ୍ଜନକୁ ନିଜର ଫାଇଦା ପାଇଁ ବ୍ୟବହାର କରାଯାଉଥିଲା କି ଆଦି ପ୍ରଶ୍ନ ଉଠିବାରେ ଲାଗିଛି।

୨୦୦୭ରେ ରଶ୍ମିରଞ୍ଜନ ନାଏବ ସରପଞ୍ଚ ହୋଇଥିଲେ। ୨୦୧୨ରେ ମଧ୍ୟ ସେ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ।

ତେବେ ରଶ୍ମିରଞ୍ଜନ ଜଣେ ଭଲ ସଂଗଠକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ କହିଛନ୍ତି, “ସେ ସବୁ ବେଳେ ଦଳୀୟ କାର୍ଯ୍ୟରେ ଯୋଗ ଦେଉଥିଲେ, କେତେ ଫଟୋ ରହିଥିବ କହି ହେବନାହିଁ। ମୁଁ ଯାହା ଆଗରୁ ଜାଣିଛି ତାଙ୍କର ଅପରାଧିକ ସମ୍ପର୍କ କିଛି ନାହିଁ କି ମୁଁ କେବେ ଶୁଣିନାହିଁ।

ତେବେ ରଶ୍ମିରଞ୍ଜନଙ୍କ ସହ ସମ୍ପର୍କକୁ ନେଇ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ମତାମତ ମିଳି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story