ଭୁବନେଶ୍ୱର ଆଇଜି ପାର୍କରେ ଦେଶାତ୍ମବୋଧକ ସଙ୍ଗୀତ

<p>ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଦେଶରେ ଉତ୍ସବର ମାହୋଳ ଲାଗି ରହିଛି। ଦେଶବାସୀଙ୍କ ମଧ୍ୟରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଅଗଷ୍ଟ ୧୫ ପୂର୍ବରୁ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ଲୋକେ ସୁଭେଚ୍ଛା ଦେବାକୁ ଲାଗିଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସକୁ ନେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଅବସରରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କରେ ସେନା ବ୍ୟାଣ୍ଡର ପରିବେଷଣ କରାଯାଇଛି।</p> <p>ଗୋପାଳପୁରସ୍ଥିତ ଆର୍ମି ଏୟାରଡିଫେନ୍ସ ରେଜିମେଣ୍ଟ ସେଣ୍ଟର ବ୍ୟାଣ୍ଡ ଏହି ପରିବେଷଣ କରୁଛନ୍ତି। ସେମାନେ ମିଲିଟାରୀ ଧୂନ୍ ସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରୁଛନ୍ତି।</p>

Ordigital Desk
  • Published: Sunday, 13 August 2017
  • Updated: 13 August 2017, 05:04 PM IST

Sports

Latest News

<p>ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଦେଶରେ ଉତ୍ସବର ମାହୋଳ ଲାଗି ରହିଛି। ଦେଶବାସୀଙ୍କ ମଧ୍ୟରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଅଗଷ୍ଟ ୧୫ ପୂର୍ବରୁ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ଲୋକେ ସୁଭେଚ୍ଛା ଦେବାକୁ ଲାଗିଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସକୁ ନେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଅବସରରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କରେ ସେନା ବ୍ୟାଣ୍ଡର ପରିବେଷଣ କରାଯାଇଛି।</p><p>ଗୋପାଳପୁରସ୍ଥିତ ଆର୍ମି ଏୟାରଡିଫେନ୍ସ ରେଜିମେଣ୍ଟ ସେଣ୍ଟର ବ୍ୟାଣ୍ଡ ଏହି ପରିବେଷଣ କରୁଛନ୍ତି। ସେମାନେ ମିଲିଟାରୀ ଧୂନ୍ ସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos