ରାଜ୍ୟ କଂଗ୍ରେସ ମୁଖିଆ ପ୍ରସାଦ କହିଲେ ଖୁବ୍‌ଶୀଘ୍ର ଦଳର ନବକଳେବର ହେବ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ କଂଗ୍ରେସର ଖୁବଶୀଘ୍ର ହେବ ନବକଳେବର। ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନିୟମିତ କିଛି କଂଗ୍ରେସ ନେତାଙ୍କ ସାକ୍ଷାତ ଜାରି ରହିଛି। ଓଡ଼ିଶାର ସଂଗଠନକୁ ମଜଭୁତ କରିବା ପାଇଁ ଖୁବଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।
ତେବେ ସେ କ’ଣ କହୁଛନ୍ତି ଏ ବିଷୟରେ ଶୁଣନ୍ତୁ-
Ordigital Desk
• Published: Saturday, 14 April 2018
• Updated: 14 April 2018, 01:32 PM IST
Sports
Latest News
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ କଂଗ୍ରେସର ଖୁବଶୀଘ୍ର ହେବ ନବକଳେବର। ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନିୟମିତ କିଛି କଂଗ୍ରେସ ନେତାଙ୍କ ସାକ୍ଷାତ ଜାରି ରହିଛି। ଓଡ଼ିଶାର ସଂଗଠନକୁ ମଜଭୁତ କରିବା ପାଇଁ ଖୁବଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।
ତେବେ ସେ କ’ଣ କହୁଛନ୍ତି ଏ ବିଷୟରେ ଶୁଣନ୍ତୁ-
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos