ପୁଣି ମଉଳିଗଲା ନିରଞ୍ଜନଙ୍କ ଆଶା!

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କେତେ ଥର ହୃଦୟ ମୋ ଭାଙ୍ଗିବ କୁହ…। ପ୍ରେମରେ ପ୍ରତାରଣାକୁ ନେଇ ପର୍ଯ୍ୟବେଷିତ ଏହି ଓଡ଼ିଆ ଆଲବମଟି ଏବେକାର ଓଡ଼ିଶା କଂଗ୍ରେସ ରାଜନୀତିରେ ବେଶ ପ୍ରଯୁଜ୍ୟ ମନେ ହେଉଛି। କାରଣ ଯେତେ ଦିଲ୍ଲୀ ଗଲେ କି ଲବି କଲେ ପିସିସି ମୁକୁଟଟା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଧରାଦେଉନି। କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଯେତେ ମନାଇଲେ ବି କିଛି ଲାଭ ହେଉନି। ଆଉ ଆଜି ଏଆଇସିସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପୂର୍ବତନ ପିସିସି […]

cong

cong

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 08:41 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କେତେ ଥର ହୃଦୟ ମୋ ଭାଙ୍ଗିବ କୁହ...। ପ୍ରେମରେ ପ୍ରତାରଣାକୁ ନେଇ ପର୍ଯ୍ୟବେଷିତ ଏହି ଓଡ଼ିଆ ଆଲବମଟି ଏବେକାର ଓଡ଼ିଶା କଂଗ୍ରେସ ରାଜନୀତିରେ ବେଶ ପ୍ରଯୁଜ୍ୟ ମନେ ହେଉଛି। କାରଣ ଯେତେ ଦିଲ୍ଲୀ ଗଲେ କି ଲବି କଲେ ପିସିସି ମୁକୁଟଟା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଧରାଦେଉନି। କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଯେତେ ମନାଇଲେ ବି କିଛି ଲାଭ ହେଉନି। ଆଉ ଆଜି ଏଆଇସିସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଶାକୁ ମଳିନ କରିଦେଇଛି।

କଥା ହେଉଛି ବିଜେପୁର ଉପନିର୍ବାଚନ ହାରିଯିବା ପରେ  ପରାଜୟର ଦୋଷକୁ ନିଜ ମୁଣ୍ଡକୁ ନେଇ ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଜି ତାକୁ ଗ୍ରହଣ କରିନାହିଁ ଏଆଇସିସି। ସେପଟେ ଏହି ନିଷ୍ପତ୍ତି ଆସିବା ପରେ ନିରଞ୍ଜନଙ୍କ ଖାସ ଅନୁଗତ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଶକ୍ତ ଝଟକା ଲାଗିଥିବ। କାରଣ ନିରଞ୍ଜନ ପିସିସି ସଭାପତି ହୁଅନ୍ତୁ ବୋଲି ତାରାବାହିନୀପତି ବେଶୀ ଲବି କରୁଥିଲେ। ଆଉ ପ୍ରସାଦ ହରିଚନ୍ଦନଙ୍କୁ  ସେ ଖୋଲାଖୋଲି ବିରୋଧ କରି ଆସୁଛନ୍ତି।

ଏଇ କିଛିଦିନ ତଳେ  କଂଗ୍ରେସର ୪ ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ ଦଳୀୟ ମୁଖପାତ୍ର କମଳ ନାଥ ଏବଂ ଜିତେନ୍ଦ୍ର ସିଂ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ।  ହେଲେ ତାହା କେବଳ ବିଜେପୁର ନିର୍ବାଚନ ନେଇ ସମ୍ପର୍କିତ ଆଲୋଚନା ହୋଇଥିବା କହି ମୁଖ୍ୟ ପ୍ରସଙ୍ଗକୁ ଆଡ଼େଇ ଯାଇଥିଲେ କିଛି ନେତା । ସେହିପରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ପିସିସି ନେତୃତ୍ୱ ପରିବର୍ତ୍ତନ ଦାବିରେ ନୂଆଦିଲ୍ଲୀରେ ମେଳି ହୋଇଥିଲେ ଦଳର କିଛି ବରିଷ୍ଠ ନେତା। କିନ୍ତୁ  ବର୍ତ୍ତମାନ ପାଇଁ କୌଣସି ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ କରାଯିବନି ବୋଲି ଗତ ୬ ତାରିଖରେ ରାହୁଲ ଗାନ୍ଧୀ ଶୁଣାଇଥିଲେ। ଏହି ନିଷ୍ପତ୍ତି ପରେ ପ୍ରସାଦ ଆଣ୍ଡ କୋଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଥିଲା। ଆଉ ପୁଣି ଆଜିର ନିଷ୍ପତ୍ତି ପ୍ରସାଦ ବିରୋଧୀଙ୍କ ମୁହଁକୁ ଆମ୍ବିଳା କରିଦେଇଥିବ ନିଶ୍ଚିତ।

ମିଳିଥିବା ତାଜା ସୂଚନା ଅନୁଯାୟୀ, ପ୍ରସାଦଙ୍କ ଇସ୍ତଫାପତ୍ରକୁ ଏଆଇସିସି  ଗ୍ରହଣ କରିନଥିବା ଜଣାପଡ଼ିଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପ୍ରସାଦ  ହରିଚନ୍ଦନ ୨୦୧୯ ଯାଏଁ ସଭାପତି ପଦରେ ରହିବେ। ରାହୁଲ ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି। ସନ୍ଧ୍ୟା ମହାପାତ୍ର କହିଛନ୍ତି,“ ଆଗକୁ ଆସୁଛି ନିର୍ବାଚନ। ଆଠ ନଅ ମାସରେ ନୂଆ ସଭାପତି କାମ କରି ପାରିବେନି। ଏଆଇସିସି ପ୍ରସାଦଙ୍କ ଇସ୍ତଫା ଗ୍ରହଣ କଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story