ଫାଇଲ ମିଳିଲା ନାହିଁ: ଯନ୍ତ୍ରୀଙ୍କୁ ତାଲା ପକାଇଲେ ସରପଞ୍ଚ

ଉଦଳା(ଓଡ଼ିଶା ରିପୋର୍ଟର): ଫାଇଲ ନ ମିଳିବାରୁ ଜଣେ ସହକାରୀ ଯନ୍ତ୍ରୀଙ୍କୁ ତାଲା ପକାଇ ବନ୍ଦୀ କରି ରଖିଥିଲେ ସରପଞ୍ଚ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ। ଉଦଳା ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ୧୨ଜଣ ସରପଞ୍ଚ ମିଳିତ ଭାବେ ତାଲା ପକାଇ ରଖିଥିଲେ। ଭୀମତାଳି ପଞ୍ଚାୟତର କଲ୍ୟାଣ ମଣ୍ଡପ ସ୍ଥାନ ଚିହ୍ନଟ ପାଇଁ ଆସିଥିବା ଚିଠି ନ ମିଳିବାରୁ ସରପଞ୍ଚମାନେ ପ୍ରତିବାଦ କରିଥିଲେ।  ଏହି ଘଟଣାକୁ ନେଇ ଉଦଳା ବିଡିଓ ଓ ସରପଞ୍ଚମାନଙ୍କ ମଧ୍ୟରେ ଆଲୋଚନା ହେବା […]

tyy

tyy

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 12:23 PM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ଫାଇଲ ନ ମିଳିବାରୁ ଜଣେ ସହକାରୀ ଯନ୍ତ୍ରୀଙ୍କୁ ତାଲା ପକାଇ ବନ୍ଦୀ କରି ରଖିଥିଲେ ସରପଞ୍ଚ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ।

ଉଦଳା ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ୧୨ଜଣ ସରପଞ୍ଚ ମିଳିତ ଭାବେ ତାଲା ପକାଇ ରଖିଥିଲେ। ଭୀମତାଳି ପଞ୍ଚାୟତର କଲ୍ୟାଣ ମଣ୍ଡପ ସ୍ଥାନ ଚିହ୍ନଟ ପାଇଁ ଆସିଥିବା ଚିଠି ନ ମିଳିବାରୁ ସରପଞ୍ଚମାନେ ପ୍ରତିବାଦ କରିଥିଲେ।  ଏହି ଘଟଣାକୁ ନେଇ ଉଦଳା ବିଡିଓ ଓ ସରପଞ୍ଚମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ତାଲା ଖୋଲାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos