ଅଧପନ୍ତରିଆ ରାସ୍ତା ଯୋଗୁଁ ହନ୍ତସନ୍ତ ଗାଁ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଚ୍ଚା ମାଟି ରାସ୍ତାରେ ଯିବା ସମ୍ଭବ, କିନ୍ତୁ ଏ ରାସ୍ତା ପାରିହେବା ଏବେ କାଠିକର ପାଠ। ଆମେ କହୁଛୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତରେ ନିର୍ମାଣାଧୀନ ଗୁଡୁବଣି-ଶୋଲପଟିଆ ରାସ୍ତାର କଥା। ଏଠି ସ୍ଥିତି ଏବେ ବେହାଲ ହେଲାଣି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ଏହି ରାସ୍ତାକାମ ଅକ୍ଟୋବର ୨୦୧୫ ସୁଦ୍ଧା ସରିବାର ଥିଲା।  କିନ୍ତୁ ବର୍ଷେ ଭିତରେ ହେବାକୁ ଥିବା କାମକୁ ସାଢ଼େ ୩ ବର୍ଷ ବିତିଲାଣି। […]

road

road

Rakesh Mallick
  • Published: Friday, 06 April 2018
  • Updated: 06 April 2018, 06:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଚ୍ଚା ମାଟି ରାସ୍ତାରେ ଯିବା ସମ୍ଭବ, କିନ୍ତୁ ଏ ରାସ୍ତା ପାରିହେବା ଏବେ କାଠିକର ପାଠ। ଆମେ କହୁଛୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତରେ ନିର୍ମାଣାଧୀନ ଗୁଡୁବଣି-ଶୋଲପଟିଆ ରାସ୍ତାର କଥା। ଏଠି ସ୍ଥିତି ଏବେ ବେହାଲ ହେଲାଣି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ଏହି ରାସ୍ତାକାମ ଅକ୍ଟୋବର ୨୦୧୫ ସୁଦ୍ଧା ସରିବାର ଥିଲା।  କିନ୍ତୁ ବର୍ଷେ ଭିତରେ ହେବାକୁ ଥିବା କାମକୁ ସାଢ଼େ ୩ ବର୍ଷ ବିତିଲାଣି। ତଥାପି ନିର୍ମାଣ କାମ ସରୁନି। ଫଳରେ ୧୦ଟି ଗାଁର ଲୋକେ ଯିବାଆସିବାରେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ଏହି ଅଢ଼େଇ କିଲୋମିଟର ଦୀର୍ଘ ଗୁଡୁବଣି-ଶୋଲପଟିଆ ରାସ୍ତା ନିର୍ମାଣ ପାଇଁ ୧ କୋଟି ୮୩ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା। ପରେ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଥିଲା। ଠିକାଦାର ବର୍ଷକର କାମକୁ ସାଢ଼େ ୩ ବର୍ଷ ନେଲେଣି। ମାତ୍ର ରାସ୍ତାକାମ ସରୁନି। ରାସ୍ତା କାମ ଚାଲିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ତଦାରଖ କରିବାକୁ ଆସିନଥିଲେ। ଫଳରେ ଠିକାଦାର ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଯେଉଁ କାମ ହୋଇଛି, ତାହା ନିମ୍ନମାନର ବୋଲି ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story