ତେଲରେ ଲାଗିଛି ନିଆଁ: ପଢ଼ନ୍ତୁ କେଉଁ ଦେଶରେ କେତେ ଦର ଅଛି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ଉପରେ ନାହିଁ ବ୍ରେକ୍। ଲଗାତର ଅଷ୍ଟମ ଦିନ ପାଇଁ ବଢ଼ି ଅଲ ଟାଇମ ହାଇରେ ପହଞ୍ଚିଛି ପେଟ୍ରୋଲ ଦର। ପଛକୁ ଗୋଡ଼େଇ ବଢି ଚାଲିଛି ଡିଜେଲ୍। ସବୁ ରେକର୍ଡକୁ କାଟି ଆଜି ପୁଣି ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ପହଞ୍ଚିଛି ୭୬ ଟଙ୍କା ୬ ପଇସା ଓ ଡିଜେଲ ୨୫ ପଇସା ବଢି ପହଞ୍ଚିଛି ୬୭ ଟଙ୍କା ୮୨ ପଇସାରେ। ଯାହାକି ୨୦୧୩ ସେପ୍ଟେମ୍ୱର ପରେ ସବୁଠୁ ଉଚ୍ଚା ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୭୫ ଟଙ୍କା ୩୪ ଓ ଡିଜେଲ୍ ୭୨ଟଙ୍କା ୬୫ ପଇସାରେ ପହଞ୍ଚିଛି। ଯାହାକୁ ନେଇ ଚରମ ସୀମାରେ ପହଞ୍ଚିଲାଣି ଗ୍ରାହକଙ୍କ ଅସନ୍ତୋଷ।
ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଗତ ଅକ୍ଟୋବରରେ କେନ୍ଦ୍ର ସରକାର ୨ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇ ରାଜ୍ୟ ସରକାରଙ୍କୁ ଟ୍ୟାକ୍ସ କମାଇବାକୁ ଅନୁରୋଧ କରିଥିଲେ। ହେଲେ ସେ ତାହା ଶୁଣିନଥିଲେ। ଏବେ ପୁଣି ଏ ନେଇ ଅନୁରୋଧ କରାଯିବ।”
ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, “ଓଡ଼ିଶାରେ ଭାଟ୍ ବହୁତ କମ୍ ଅଛି। କେନ୍ଦ୍ର ଆହୁରି ଏକସାଇଜ ଡ୍ୟୁଟି କମାଉ।”
ଆନ୍ତର୍ଜାତିୟ ବଜାରରୁ ଗତ ସପ୍ତାହରେ ବ୍ୟାରେଲ ପିଛା ୭୬.୪୩ ଡଲାରରେ ଅଶୋଧିକ ତୈଳ କିଣିଛି ଭାରତ। ଯାହାକି ୨୦୧୪ ପରେ ସର୍ବାଧିକ। ପଡ଼ୋଶୀ ରାଷ୍ଟ୍ରମାନେ ବି ସମାନ ଦରରେ ଅଶୋଧିତ ତେଲ କିଣୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ସେସବୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କିନ୍ତୁ ଭାରତ ତୁଳନାରେ ପାଖାପାଖି ଅଧା। ଶ୍ରୀଲଙ୍କାରେ ଏବେ ପେଟ୍ରୋଲ ଲିଟର ପିଛା ୪୯ ଟଙ୍କା ୬ ପଇସା ଥିବାବେଳେ ଡିଜେଲ ଦର ରହିଛି ୪୦ଟଙ୍କା ୩ ପଇସା ପାକିସ୍ତାନରେ ପେଟ୍ରୋଲ୍ ୫୦ ଟଙ୍କା ୬ ପଇସା ଓ ଡିଜେଲ୍ ୫୭ ଟଙ୍କା, ବାଂଲାଦେଶରେ ପେଟ୍ରୋଲ୍ ୬୮ ଟଙ୍କା ଓ ଡିଜେଲ୍ ୫୧ ଟଙ୍କା, ନେପାଳରେ ପେଟ୍ରୋଲ୍ ୬୬ଟଙ୍କା ଓ ଡିଜେଲ୍ ୫୪ ଟଙ୍କା ଦରରେ ଲିଟର ପିଛା ବିକ୍ରି ହେଉଛି ଏଣେ ଡଲାର ତୁଳନାରା ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଆଗକୁ ତୈଳ ଦର ଆହୁରି ବଢିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପେଟ୍ରୋଲ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ମୁମ୍ୱାଇରେ ୮୪.୪୦, କୋଲକାତା ୭୯.୨୪, ଚେନ୍ନାଇ ୭୯.୪୭, ବାଙ୍ଗାଲୋର ୭୭.୮୧, ଭୋପାଳ, ୮୨.୧୭, ଗାନ୍ଧିନଗର ୭୫.୮୮, ପାଟନା ୮୨.୦୫, ହାଇଦ୍ରାବାଦ ୮୧.୧୧ ଟଙ୍କା ରହିଛି।
https://youtu.be/Kg7bK6-ctq0
Ordigital Desk
• Published: Monday, 21 May 2018
• Updated: 21 May 2018, 09:03 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos