ପୁଣେରେ ଓଡ଼ିଆ ଯୁବକଙ୍କ ବ୍ରେନ୍‌ ହାମରେଜ୍‌: ଓଡ଼ିଶା ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ଆର୍ଥିକ ସ୍ଥିତି ସଜାଡ଼ିବାକୁ କାମ କରି ଟଙ୍କା ରୋଜଗାର କରିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ଭାବିଥିଲେ ପରିବାରର ଦୁଃଖ ଦୂର କରିବେ। ହେଲେ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଛି। ସେ ଆଜି ପରିବାର ପାଇଁ ବୋଝ ପାଲଟିଯାଇଛି। ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି ପୁଣେରେ ଏକ ମେଡ଼ିକାଲରେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଗୀଣା ପୁଅକୁ ପରିବାର ଓଡ଼ିଆ ଲୋକେ ଘରକୁ ଆଣିପାରୁନାହାନ୍ତି। ପୂରା ଘଟଣା ଏମିତି। କେନ୍ଦ୍ରାପଡ଼ା […]

Pune

Pune

Rakesh Mallick
  • Published: Friday, 29 June 2018
  • Updated: 29 June 2018, 11:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ଆର୍ଥିକ ସ୍ଥିତି ସଜାଡ଼ିବାକୁ କାମ କରି ଟଙ୍କା ରୋଜଗାର କରିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ଭାବିଥିଲେ ପରିବାରର ଦୁଃଖ ଦୂର କରିବେ। ହେଲେ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଛି। ସେ ଆଜି ପରିବାର ପାଇଁ ବୋଝ ପାଲଟିଯାଇଛି। ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି ପୁଣେରେ ଏକ ମେଡ଼ିକାଲରେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଗୀଣା ପୁଅକୁ ପରିବାର ଓଡ଼ିଆ ଲୋକେ ଘରକୁ ଆଣିପାରୁନାହାନ୍ତି।

ପୂରା ଘଟଣା ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଇକିରିଆ ଗାଁର ପ୍ରଫୁଲ୍ଲ ରାଉତ। ବୟସ ୧୯। ପରିବାରର ଆର୍ଥିକ ସ୍ଥିତି ଭଲନଥିବାରୁ ଟଙ୍କା ରୋଜଗାର ପାଇଁ ମହାରାଷ୍ଟ୍ରର ପୁଣେ ଯାଇଥିଲେ। ସେଠାରେ ପାଣି ପାଇପ୍‌ ଶ୍ରମିକ ଭାବେ କାମ କରୁଥିଲେ। ୮ ଦିନ ତଳେ ସେ ରାସ୍ତାରେ ଯାଉଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରବାସୀ ଓଡ଼ିଆମାନେ ତାଙ୍କୁ ସେଠାରେ ଆଦିତ୍ୟ ବିର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସେ ଆଇସିୟୁରରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ୪ ଲକ୍ଷ ଟଙ୍କା ସଂଗ୍ରହ କରି ଚିକିତ୍ସା ଖର୍ଚ୍ଚ କରିଥିଲେ। ଏଠାରେ ଚିକିତ୍ସା କରିବା ବ୍ୟୟ ସାପେକ୍ଷ ହେଉଥିବାରୁ ତାହା ଖର୍ଚ୍ଚ ହୋଇସାରିଲାଣି। ଆଉ ବକେୟା ଦେଢ଼ ଲକ୍ଷ ଟଙ୍କା ଜମା କଲେ ମେଡ଼ିକାଲରୁ ମୁକୁଳି ପାଳିବେ। ଆଇ ସେଥିପାଇଁ ସ୍ଥାନୀୟ ଏନ୍‌ଜିଓଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରବାସୀ ଓଡ଼ିଆ। ଏପରିକି ମହାରାଷ୍ଟ୍ର ବିଜେପି ଓ ଶିବସେନା ନେତାଙ୍କୁ ମଧ୍ୟ ଭେଟିଛନ୍ତି। ସେମାନେ ଆଶ୍ୱାସନା ଦେଇଛନ୍ତି। ମାତ୍ର ଅର୍ଥ ମିଳିପାରୁନାହିଁ। ଅନ୍ୟପକ୍ଷରେ କୌଣସି ସରକାରୀ ମେଡ଼ିକାଲରେ ଆଇସିୟୁରେ ଚିକିତ୍ସା ବ୍ୟବସ୍ଥା ନଥିବାରୁ ପ୍ରଫୁଲ୍ଲଙ୍କୁ ସ୍ଥାନାନ୍ତର କରିବା ସମ୍ଭବପର ହେଉନାହିଁ। ତେଣୁ ସ୍ୱତନ୍ତ୍ର ଏୟାର ଆମ୍ୱୁଲାନ୍ସରେ ପ୍ରଫୁଲ୍ଲଙ୍କୁ ଓଡ଼ିଶା ଆଣି ଏସ୍‌ସିବିକୁ ଭର୍ତ୍ତି କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ପ୍ରଫୁଲ୍ଲଙ୍କୁ ସହାୟତା ଦେବାକୁ ଚାହିଁବେ, ତାହାହେଲେ ସେମାନେ ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ AC- 54590201000303 ଆକାଣ୍ଟରେ ଜମା କରିପାରିବେ।

ପ୍ରଫୁଲ୍ଲଙ୍କ ସମ୍ପର୍କରେ ଅଧିକା ଜାଣିବା ପାଇଁ ଉତ୍କଳ ସମାଜ ପୁଣେର ବିନୋଦ କୁମାର ସାହାଙ୍କ ମୋବାଇଲ ନମ୍ବର ୯୮୬୧୪୬୩୯୬୬ ରେ ଯୋଗାଯୋଗ କରିବାକୁ ଅନୁରୋଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story