୮ କିମ୍ୱା ୯ରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ୯ ତାରିଖରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଛି। ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନେ ଅସହଯୋଗ […]

CHSE-Results-PTI-2-G

CHSE-Results-PTI-2-G

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 10:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ୯ ତାରିଖରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଛି।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନେ ଅସହଯୋଗ କରିଥିଲେ। ଏପରିକି ଖାତା ଦେଖାରେ ମଧ୍ୟ ସହଯୋଗ କରିନଥିଲେ। ଯାହାକୁ ପୂର୍ବରୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ତଥାପି ଏଥର ପରୀକ୍ଷା ବେଳେ କପି ରୋକା ଯାଇପାରିଛି ଓ ଶିକ୍ଷକଙ୍କ ଅସହଯୋଗ ସତ୍ତ୍ୱେ ଠିକ୍ ସମୟରେ ସଫଳତାର ସହ ସବୁ କିଛି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story