ପୋଲାଭରମ ବିବାଦ: ନିର୍ମାଣ କାମ ଆଗେଇବା ଅନୁମତି ଦିଆଯିବା ସମ୍ପର୍କରେ କେନ୍ଦ୍ରକୁ ତଥ୍ୟ ମାଗିବେ ରାଜ୍ୟ ସରକାର

ଭୁବନେଶ୍ୱର: କେଉଁ ଆଧାରରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ଅନୁମତି ଦେଲେ। ସେ ନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରିବେ ଓଡ଼ିଶା ସରକାର। ଏହାପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଳ ସଂପଦ ସଚିବ କହିଛନ୍ତି। ଆବଶ୍ୟକ ସ୍ଥଳେ ଏହି ତଥ୍ୟକୁ ସୁପ୍ରିମକୋର୍ଟରେ ଉପସ୍ଥାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାକୁ ନ ଜଣାଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, […]

pppp

pppp

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 04:00 PM IST

Sports

Latest News

ଭୁବନେଶ୍ୱର: କେଉଁ ଆଧାରରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ଅନୁମତି ଦେଲେ। ସେ ନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରିବେ ଓଡ଼ିଶା ସରକାର। ଏହାପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଳ ସଂପଦ ସଚିବ କହିଛନ୍ତି। ଆବଶ୍ୟକ ସ୍ଥଳେ ଏହି ତଥ୍ୟକୁ ସୁପ୍ରିମକୋର୍ଟରେ ଉପସ୍ଥାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାକୁ ନ ଜଣାଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ନିକଟରେ ପୋଲାଭରମ୍ ପ୍ରକଳ୍ପ ଉପରେ ଥିବା କାମବନ୍ଦ ନିର୍ଦ୍ଦେଶକୁ ବର୍ଷକ ଲାଗି ହଟାଇ ଦେଇଛନ୍ତି। ପ୍ରକଳ୍ପ ଲାଗି ଓଡ଼ିଶା ଓ ଛତିଶଗଡ଼ରେ ବାଧ୍ୟତାମୂଳକ ଜନଶୁଣାଣି ସରିନି। ଏଭଳି ସ୍ଥିତିରେ କେନ୍ଦ୍ରର ନିଷ୍ପତ୍ତି ପୁଣି ବିବାଦ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story