୨୩ ବର୍ଷ ପରେ ଧରାପଡ଼ିଲା ଗଜେନ୍ଦ୍ର

<p>ଯାଜପୁର(ଓଡ଼ିଶା ରିପୋର୍ଟର): ୨୩ ବର୍ଷ ପରେ ଧରାପଡ଼ିଛି ଫେରାର ହତ୍ୟା ଅଭିଯୁକ୍ତ। ସିବିଆଇ ଅଭିଯୁକ୍ତକୁ ହରିଆଣାରୁ ଗିରଫ କରି ଓଡ଼ିଶା ଆଣିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଜେନ୍ଦ୍ର ମହନ୍ତ।</p> <p>୧୯୯୪ରେ ଯାଜପୁର କାଳିଆପାଣିରେ ବହୁ ଚର୍ଚ୍ଚିତ ସଂପଦ ରାଉତ ଅପହରଣ ଓ ହତ୍ୟା ମାମଲାର ଗଜେନ୍ଦ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।&nbsp; ବହୁ ବର୍ଷ ପରେ ଶେଷରେ ସିବିଆଇ ହାତରେ ଧରାପଡ଼ିଛି ଗଜେନ୍ଦ୍ର।</p>

Ordigital Desk
  • Published: Thursday, 26 April 2018
  • Updated: 26 April 2018, 12:23 PM IST

Sports

Latest News

<p>ଯାଜପୁର(ଓଡ଼ିଶା ରିପୋର୍ଟର): ୨୩ ବର୍ଷ ପରେ ଧରାପଡ଼ିଛି ଫେରାର ହତ୍ୟା ଅଭିଯୁକ୍ତ। ସିବିଆଇ ଅଭିଯୁକ୍ତକୁ ହରିଆଣାରୁ ଗିରଫ କରି ଓଡ଼ିଶା ଆଣିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଜେନ୍ଦ୍ର ମହନ୍ତ।</p><p>୧୯୯୪ରେ ଯାଜପୁର କାଳିଆପାଣିରେ ବହୁ ଚର୍ଚ୍ଚିତ ସଂପଦ ରାଉତ ଅପହରଣ ଓ ହତ୍ୟା ମାମଲାର ଗଜେନ୍ଦ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।&nbsp; ବହୁ ବର୍ଷ ପରେ ଶେଷରେ ସିବିଆଇ ହାତରେ ଧରାପଡ଼ିଛି ଗଜେନ୍ଦ୍ର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos