ଚାଲାଣ ହେଉଛନ୍ତି ମଣିଷ: ଓଡ଼ିଶାରୁ ଚେର ଲମ୍ୱିଛି ଦୁବାଇ ଓ କୁଏତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶରେ ଚାକିରି ଲୋଭ ଦେଖାଇ ଦ୍ୱୈତନଗରୀରୁ ମାନବ ଚାଲାଣ ହେଉଛି। ଏହି ରାକେଟର ଚେର ଓଡ଼ିଶାରୁ ଦୁବାଇ ଓ କୁଏତ ପର୍ଯ୍ୟନ୍ତ ଲମ୍ୱିଛି। ତେଲ କମ୍ପାନୀଗୁଡ଼ିକରେ ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଇମିଗ୍ରେସନ ବିଭାଗର ଅନୁମତି ନ ଥାଇ ଲୋକଙ୍କୁ ପଠା ଯାଉଥିବାରୁ ସେମାନେ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ପଠାଉଥିବା ଦଲାଲମାନେ ମାଲାମାଲ୍‌ ହେଉଛନ୍ତି। ଏହାକୁ ରୋକିବା ପାଇଁ ସ୍ପେସାଲ ଡ୍ରାଇଭ କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ୍ […]

human chain link odisha to dubai

human chain link odisha to dubai

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 07:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶରେ ଚାକିରି ଲୋଭ ଦେଖାଇ ଦ୍ୱୈତନଗରୀରୁ ମାନବ ଚାଲାଣ ହେଉଛି। ଏହି ରାକେଟର ଚେର ଓଡ଼ିଶାରୁ ଦୁବାଇ ଓ କୁଏତ ପର୍ଯ୍ୟନ୍ତ ଲମ୍ୱିଛି। ତେଲ କମ୍ପାନୀଗୁଡ଼ିକରେ ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଇମିଗ୍ରେସନ ବିଭାଗର ଅନୁମତି ନ ଥାଇ ଲୋକଙ୍କୁ ପଠା ଯାଉଥିବାରୁ ସେମାନେ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ପଠାଉଥିବା ଦଲାଲମାନେ ମାଲାମାଲ୍‌ ହେଉଛନ୍ତି। ଏହାକୁ ରୋକିବା ପାଇଁ ସ୍ପେସାଲ ଡ୍ରାଇଭ କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ୍ ପୋଲିସ।

ଅଜଗର ଅଲ୍ଲୀ ସୟଦ ଓ ସାଜିଦ୍ ଅଲ୍ଲୀ ମନିୟାର ସ୍କାଏ ଟୁର୍ ଆଣ୍ଡ ଟ୍ରାଭେଲସ ଓ ସାଇ ଟୁର୍ ଆଣ୍ଡ୍ ଟ୍ରାଭେଲ୍ସ ମାଧ୍ୟମରେ ବିଦେଶକୁ ମାନବ ଚାଲାଣ କରୁଥିବା ଅଭିଯୋଗ ହୋଇଛି। କେବେଠାରୁ ସେମାନେ ଏହି କାମ କରି ଆସୁଥିଲେ? କେତେ ଲୋକଙ୍କୁ ବିଦେଶ ପଠାଇଛନ୍ତି? ଇମିଗ୍ରେସନ ବିଭାଗରେ ପଞ୍ଜିକରଣ ନଥାଇ କିପରି ଲୋକଙ୍କୁ ବିଦେଶ ପଠାଯାଉଛି? ଏସବୁର ଖୋଳତାଡ଼ କରିବ କମିଶନରେଟ ପୋଲିସ। ରାକେଟର ୪ ଜଣ ସଦସ୍ୟ ମହାରାଷ୍ଟ୍ରର ହୋଇଥିବାରୁ ସେଠାରେ ଏହି ଅଭିଯୁକ୍ତଙ୍କ ନାଁରେ ଆଉ କ’ଣ କ’ଣ ମାମଲା ଅଛି, ତାର ମଧ୍ୟ ତନାଘନା କରାଯିବ ବୋଲି ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

ଖଣ୍ଡଗିରି ଅଞ୍ଚଳର ଏକ ହୋଟେଲରେ ଗତକାଲି ଇଣ୍ଟରଭ୍ୟୁ ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢ଼ାଉ କରି ୭୫ ଟି ପାସପୋର୍ଟ, ୨୦୦ରୁ ଅଧିକ ଆଶାୟୀଙ୍କ ଆବେଦନ ଫର୍ମ ଜବତ କରିଥିଲା। ଅଭିଯୋଗ ଅନୁସାରେ ଆଶାୟୀଙ୍କଠାରୁ ପାସ୍‌ପୋର୍ଟ ନେବା ପରେ ଅଭିଯୁକ୍ତମାନେ ଭିସା ଓ ଅନ୍ୟାନ୍ୟ ବାବଦକୁ ଅର୍ଥ ଦାବି କରିଥାନ୍ତି।  ଜଣ ପିଛା ୫୦ ହଜାରରୁ ଏକ ଲକ୍ଷ ଟଙ୍କା ନେଇ ଦୁବାଇ, କୁଏତ ଓ ଆରବ ଦେଶକୁ ପଠାଇଥାନ୍ତି। ସେମାନେ ବିଦେଶରେ ପହଞ୍ଚିବା ପରେ ଏହି ଅଭିଯୁକ୍ତ ଆଉ ଧରାଛୁଆଁ ଦିଅନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story