ଭାଇରାଲ ଭିଡ଼ିଓରେ ଥିବା ଯୁବତୀଙ୍କୁ ଅଟକ ରଖିଛି ପୋଲିସ; ସାଙ୍ଗରେ ଅଛନ୍ତି ପୁରୁଷ ବନ୍ଧୁ ଓ ତାଙ୍କ ଭାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲିସ୍‌କୁ ଚକମା ଦେଇ କଲିକତା ପଳାଇ ଯାଉଥିଲେ। ଶେଷରେ ଧରାପଡ଼ିଲେ। ପୋଲିସ ସେମାନଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି। କୁଆଖାଇ ନଈପଠାରୁ ଯୁବକଙ୍କ ଦଗ୍ଧ ମୃତଦେହ ଜବତ ଘଟଣାରେ ଭାଇରାଲ ଭିଡିଓ ଲିଙ୍କକୁ ନେଇ ପୋଲିସର ତନାଘନା କରି ଏମାନଙ୍କୁ ଅଟକ ରଖିଛି। ଭାଇରାଲ ଅଶ୍ଲୀଳ ଭିଡିଓରେ ଥିବା ଯୁବକ ଉନ୍ମୟ ପାଢୀ ହତ୍ୟା କାଣ୍ଡ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ […]

sex video viral in bbsr

sex video viral in bbsr

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 07:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲିସ୍‌କୁ ଚକମା ଦେଇ କଲିକତା ପଳାଇ ଯାଉଥିଲେ। ଶେଷରେ ଧରାପଡ଼ିଲେ। ପୋଲିସ ସେମାନଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି। କୁଆଖାଇ ନଈପଠାରୁ ଯୁବକଙ୍କ ଦଗ୍ଧ ମୃତଦେହ ଜବତ ଘଟଣାରେ ଭାଇରାଲ ଭିଡିଓ ଲିଙ୍କକୁ ନେଇ ପୋଲିସର ତନାଘନା କରି ଏମାନଙ୍କୁ ଅଟକ ରଖିଛି।

ଭାଇରାଲ ଅଶ୍ଲୀଳ ଭିଡିଓରେ ଥିବା ଯୁବକ ଉନ୍ମୟ ପାଢୀ ହତ୍ୟା କାଣ୍ଡ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଉନ୍ମୟଙ୍କୁ କିଏ ଓ କାହିଁକି ହତ୍ୟା କଲେ? ଏହି ହତ୍ୟାକାଣ୍ଡ ପଛରେ ଅଶ୍ଲୀଳ ଭିଡିଓ ନା ଆଉ କିଛି କାରଣ ଅଛି, ତାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ଉନ୍ମୟଙ୍କ ମୃତଦେହ ମିଳିବାକୁ ୫ ଦିନ ବିତିଥିଲେ ମଧ୍ୟ ତଦନ୍ତ ବେଶୀ ବାଟ ଆଗେଇ ପାରିନାହିଁ। ଭୁବନେଶ୍ୱର ଡିସିପି ଓ ସ୍ପେସାଲ ସ୍କ୍ୱାଡ଼ ଆଜି କୁଆଖାଇ ନଈ ପଠାକୁ ଯାଇ ଯାଞ୍ଚ କରିଛନ୍ତି।

ଭାଇରାଲ ଭିଡ଼ିଓରେ ଥିବା ଉନ୍ମୟଙ୍କ ମୃତ୍ୟୁ ପଛରେ ଭାଇରାଲ ଭିଡିଓ ରହିଛି। ଉନ୍ମୟଙ୍କ ଭାଇ ଏନେଇ ଅଭିଯୋଗ କରିଥିଲେ। ଏପରିକି ଭିଡ଼ିଓରେ ଥିବା ଯୁବତୀଙ୍କ ପ୍ରତି ସେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେଣୁ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି। ସେଥିପାଇଁ ଭିଡ଼ିଓରେ ଥିବା ଯୁବତୀ, ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ। ଏମାନେ କଲିକତା ପଳାଇ ଯାଉଥିବା ବେଳେ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story