‘ମାଓ ଦମନ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ’

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ମାଓ ମୁକାବିଲା ରଣନୀତି ନେଇ ବୈଠକ କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଗତ ୯ ତାରିଖରେ ନିୟମଗିରିରେ କମ୍ବିଂ ବେଳେ ଜଣେ ଯବାନ ସହିଦ ହେବା ପରେ ଏହି ଅଞ୍ଚଳରେ ମାଓ ମୁକାବିଲା ପାଇଁ ରଣନୀତିର ସମୀକ୍ଷା କରାଯାଇଥିଲା। ମାଓ ଦମନ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି ବୈଠକ ପରେ ଡିଜିପି କହିଛନ୍ତି। ରାୟଗଡ଼ା ସମେତ ପଡ଼ୋଶୀ କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମାଓ ମୁକିବିଲା ଅପରେସନ […]

police dg in raigada

police dg in raigada

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 10:28 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ମାଓ ମୁକାବିଲା ରଣନୀତି ନେଇ ବୈଠକ କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଗତ ୯ ତାରିଖରେ ନିୟମଗିରିରେ କମ୍ବିଂ ବେଳେ ଜଣେ ଯବାନ ସହିଦ ହେବା ପରେ ଏହି ଅଞ୍ଚଳରେ ମାଓ ମୁକାବିଲା ପାଇଁ ରଣନୀତିର ସମୀକ୍ଷା କରାଯାଇଥିଲା। ମାଓ ଦମନ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି ବୈଠକ ପରେ ଡିଜିପି କହିଛନ୍ତି। ରାୟଗଡ଼ା ସମେତ ପଡ଼ୋଶୀ କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମାଓ ମୁକିବିଲା ଅପରେସନ ନେଇ ଆଲୋଚନା ହୋଇଥିଲା। ଏଥିସହ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଡିଜି। ବୈଠକରେ ରାୟଗଡା, କଳାହାଣ୍ଡି, କୋରାପୁଟ ଓ କନ୍ଧମାଳା ଏସ୍‌ପିଙ୍କ ସମେତ ଏଡିଜି ଅପରେସନ ଆର.ପି. କୋଚ୍ଚେ, ଗୁଇନ୍ଦା ବିଭାଗ ଆଇଜି ଆର.କେ.ଶର୍ମା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ. ସାଇନି ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story