ବେଆଇନ କରତ କଳରେ ଚଢ଼ାଉ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ବହୁ ମୂଲ୍ୟବାନ କାଠ ଜବତ

କୋଣାର୍କ(ଓଡ଼ିଶା ରିପୋର୍ଟର): ନିମାପଡ଼ା ତୁଳସୀପୁର ସ୍ଥିତ ୪ଟି ବେଆଇନ କରତ କଳ ଉପରେ ପୁରୀ ବନଖଣ୍ଡ ଅଧିକାରୀ ପକ୍ଷରୁ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ବହୁ ମୂଲ୍ୟବାନ କାଠ ଜବତ କରାଯାଇଛି। ଗତକାଲି ବିନବିଭାଗର ଅସ୍ତରଙ୍ଗ, ଗୋପ, କୋଣାର୍କ ରେଞ୍ଜରଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଏହ ଚଢ଼ାଉ କରିଥିଲେ ଶତାଧିକ ବନବିଭାଗ କର୍ମଚାରୀ ଓ ପୋଲିସ ଫୋର୍ସ ସହାୟତାରେ ଏହି ଚଢାଉ କରାଯାଇଥିଲା। ଚଢାଉ ବେଳେ କରତକଳ ଗୁଡ଼ିକର […]

err

err

Rakesh Mallick
  • Published: Monday, 21 May 2018
  • Updated: 21 May 2018, 01:26 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ନିମାପଡ଼ା ତୁଳସୀପୁର ସ୍ଥିତ ୪ଟି ବେଆଇନ କରତ କଳ ଉପରେ ପୁରୀ ବନଖଣ୍ଡ ଅଧିକାରୀ ପକ୍ଷରୁ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ବହୁ ମୂଲ୍ୟବାନ କାଠ ଜବତ କରାଯାଇଛି।

ଗତକାଲି ବିନବିଭାଗର ଅସ୍ତରଙ୍ଗ, ଗୋପ, କୋଣାର୍କ ରେଞ୍ଜରଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଏହ ଚଢ଼ାଉ କରିଥିଲେ ଶତାଧିକ ବନବିଭାଗ କର୍ମଚାରୀ ଓ ପୋଲିସ ଫୋର୍ସ ସହାୟତାରେ ଏହି ଚଢାଉ କରାଯାଇଥିଲା। ଚଢାଉ ବେଳେ କରତକଳ ଗୁଡ଼ିକର ମାଲିକମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହିତ ବେଆଇନ ଭାବରେ ବିଦ୍ୟୁତ ବିଭାଗରୁ ସଂଯୋଗ ଦିଆଯାଇଥିବା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ବନ ବିଭାଗ ପକ୍ଷରୁ ନିମାପଡ଼ା ସ୍ଥିତ ସେସୁର  ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି।

https://youtu.be/9TZKthRZBIg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story