ବିଜେପି ପ୍ରଚାର ଗାଡ଼ିକୁ ଅଟକାଇଲା ପୋଲିସ୍‌: ଧର୍ମେନ୍ଦ୍ରଙ୍କ ଗାଡ଼ିକୁ ଛାଡିଲା, କହିଲା ଅନ୍ୟଗୁଡିକୁ ଅନୁମତି ମିଳିନି

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଆଜି ବିଜେପୁରରେ ବିଜେପି ପ୍ରଚାର ଆରମ୍ଭ କରିବା ସହ ନିଜ ଶକ୍ତି ପ୍ରଦର୍ଶନ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍&zwnj; ମାଗିଛନ୍ତି। ଧର୍ମେନ୍ଦ୍ର ବିଜେପୁରରୁ ଜାରିଙ୍ଗି ଅଭିମୁଖେ ଯାଉଥିବାବେଳେ ଦଳର କିଛି ଗାଡ଼ିକୁ ପୋଲିସ ଅଟକାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗାଡ଼ିରେ ଯାଉଥିବାବେଳେ ପାଖାପାଖି ୧୫ଟି ଗାଡ଼ି ସାଙ୍ଗରେ ଯାଉଥିଲା। ପୋଲିସ ଧର୍ମେନ୍ଦ୍ରଙ୍କ ଗାଡ଼ି ସମେତ ଅନ୍ୟ ୩ଟି ଗାଡ଼ିକୁ ଛାଡ଼ିଦେଇଥିବାବେଳେ ଅନ୍ୟ ଗାଡ଼ିକୁ ଅଟକାଇ ଯାଞ୍ଚ କରୁଛି। ଏହି ଗାଡ଼ି ଗୁଡ଼ିକୁ ପ୍ରଚାର ପାଇଁ ଅନୁମତି ନଥିବାରୁ ପୋଲିସ ଅଟକାଇଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।</p>

Ordigital Desk
  • Published: Sunday, 11 February 2018
  • Updated: 11 February 2018, 08:06 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଆଜି ବିଜେପୁରରେ ବିଜେପି ପ୍ରଚାର ଆରମ୍ଭ କରିବା ସହ ନିଜ ଶକ୍ତି ପ୍ରଦର୍ଶନ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍&zwnj; ମାଗିଛନ୍ତି। ଧର୍ମେନ୍ଦ୍ର ବିଜେପୁରରୁ ଜାରିଙ୍ଗି ଅଭିମୁଖେ ଯାଉଥିବାବେଳେ ଦଳର କିଛି ଗାଡ଼ିକୁ ପୋଲିସ ଅଟକାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗାଡ଼ିରେ ଯାଉଥିବାବେଳେ ପାଖାପାଖି ୧୫ଟି ଗାଡ଼ି ସାଙ୍ଗରେ ଯାଉଥିଲା। ପୋଲିସ ଧର୍ମେନ୍ଦ୍ରଙ୍କ ଗାଡ଼ି ସମେତ ଅନ୍ୟ ୩ଟି ଗାଡ଼ିକୁ ଛାଡ଼ିଦେଇଥିବାବେଳେ ଅନ୍ୟ ଗାଡ଼ିକୁ ଅଟକାଇ ଯାଞ୍ଚ କରୁଛି। ଏହି ଗାଡ଼ି ଗୁଡ଼ିକୁ ପ୍ରଚାର ପାଇଁ ଅନୁମତି ନଥିବାରୁ ପୋଲିସ ଅଟକାଇଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos