ବକେୟା ଟଙ୍କା ନ ଫେରାଇ ଶିଳ୍ପପତି ଗିରଫ 

mm

ରାଉରକେଲା: ଲୁହା ପଥର କିଣି ଟଙ୍କା ନ ଦେବା ଅଭିଯୋଗରେ ପୂଜା ସ୍ପଞ୍ଜ କାରାଖାନା ମାଲିକ କବିତ୍ ଅଗ୍ରଓ୍ୱାଲଙ୍କୁ ଗିରଫ କରିଛି ପୋଲିସ।

ଗତକାଲି ରାତିରେ ରାଉଲକେଲାସ୍ଥିତ ତାଙ୍କ ବାସଭବନରୁ କବିତଙ୍କୁ ଗିରଫ କରାଯାଇଛି। ୨୦୦୭-୦୮ ମସିହାରେ  ବଡବିଲ ଏସ୍ଏନ୍ ମହାନ୍ତି ଖଣିରୁ ୭୫ ଲକ୍ଷ ଟଙ୍କାର ଲୁହା ପଥର ନେଇ ବକେୟା ଟଙ୍କା ଫେରାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା।  ଶିଳ୍ପପତି କବିତ ଖଣିଜ ପଦାର୍ଥ ନେଇ ବକେଇ ଦେୟ ପୈଠ କରି ନ ଥିବା ନେଇ ୨୦୧୪ରେ ଖଣି ମାଲିକ ଏସ୍. ଏନ୍. ମହାନ୍ତି ଅଭିଯୋଗ କରିଥିଲେ।

Previous ArticleNext Article

Send this to a friend